Latest Odisha News

BREAKING NEWS

ନେତ୍ୟାନ୍ୟାହୁଙ୍କ ପୁଅଙ୍କୁ ହତ୍ୟା ଧମକ : ଆମେରିକାରୁ ସ୍ଥାନାନ୍ତର

ଇସ୍ରାଏଲ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ଼ ପୁଅ ୟାଏର୍ ନେତାନ୍ୟାହୁଙ୍କୁ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଆମେରିକାରୁ ତୁରନ୍ତ ଇସ୍ରାଏଲ୍ ଫେରାଇ ଅଣାଯାଇଛି। ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି 'ସିନ୍ ବେଟ୍' ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।…

Mann ki Baat: ଓଡ଼ିଶାର ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତର ୧୩୭ତମ ଏପିସୋଡରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏଥିସହିତ ଓଡ଼ିଶାର ସମୃଦ୍ଧ ଐତିହାସିକ ଐତିହ୍ୟ ଏବଂ ସମାଜ-ଚାଳିତ ପରିବେଶ ସଂରକ୍ଷଣ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାର ଏକ ପ୍ରେରଣାଦାୟକ ପଦକ୍ଷେପର ଉଲ୍ଲେଖ…

ଅମିତ ରୋହୀଦାସ ୨୫୦ ନଟଆଉଟ

ଭୁବନେଶ୍ୱର: ଭାରତର ଷ୍ଟାର ଖେଳାଳି ଅମିତ ରୋହୀଦାସ ଆନ୍ତର୍ଜାତୀୟ ହକି କ୍ୟାରିୟରରେ ୨୫୦ ମ୍ୟାଚ ପୂରଣ କରିଛନ୍ତି । ଓଡିଶାର ଏହି ଖେଳାଳିଙ୍କୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଉଛି । ମହାନ ଖେଳାଳି ଦିଲୀପ ତିର୍କୀ ମଧ୍ୟ ଅମିତଙ୍କୁ ଭାରତୀୟ ରକ୍ଷାପନ୍ଥୀର ମେରୁଦଣ୍ଡ ଭାବେ ବର୍ଣ୍ଣନା…

Prisoner Escapes From Hospital:ଧରାପଡିଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଫେରାର କଏଦୀ;ପରିସ୍ରା ଯିବା ବାହାନାରେ…

ସୁନ୍ଦରଗଡ଼:୨୫ ତାରିଖ ରାତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଫେରାର ହୋଇଥିଲେ ବିଚାରାଧୀନ  କଏଦୀ ଟେକଚାନ୍ଦ ବେହେରା (୩୩) । ଆଜି ଅପରାହ୍‌ଣରେ ସେ ପୋଲିସ ହାତରେ ଧରା ପଡିଛନ୍ତି । ଆଜି ସଦରଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଛି। ସୂଚନାଥାଉକି, ନିଜର ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ…

ଚାଷୀଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଧାନ ପଞ୍ଜିକରଣ ଅବଧି

ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାର ଧାନ କ୍ରୟ ପାଇଁ ପଞ୍ଜୀକରଣର ଶେଷ ତାରିଖକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ଧାନ…

ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ନୋ ବଲ ସଂଖ୍ୟା ବୃଦ୍ଧି ପାଇବା ପୂର୍ବତନ କ୍ରିକେଟରଙ୍କୁ ଚିନ୍ତାରେ ପକାଇଛି । ଏଥିନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦିଆଯାଉଛି । ମହାନ ଖେଳାଳି ସୁନୀଲ ଗାଭାସ୍କର ନୋ ବଲ ଉପରେ ଜରିମାନା ଲଗାଇବାକୁ କହିଛନ୍ତି । ପରେ ଏହି ଅର୍ଥରେ ଉଭୟ ଦଳର ଖେଳାଳିମାନେ…

ତୁକାରାମ ମୁଣ୍ଢେଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ: ‘ନିଜକୁ କ’ଣ ଭଗବାନ ଭାବୁଛନ୍ତି କି?’

ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ)ର ଆୟୁକ୍ତ ତଥା ଚର୍ଚ୍ଚିତ ଆଇଏଏସ ଅଧିକାରୀ ତୁକାରାମ ମୁଣ୍ଢେଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ସିପ୍ଲା ଫାର୍ମା ଏବଂ ମୁମ୍ବାଇ କ୍ରିକେଟ୍ ଆସୋସିଏସନ (ଏମସିଏ)ର ୫ଟି ରେଷ୍ଟୁରାଣ୍ଟ ଉପରେ…

ବିଜେପି ହାତ ଧରିବାକୁ ଯାଉଛନ୍ତି ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ, ଦିଲ୍ଲୀରେ ଚାଲିଛି ଆଲୋଚନା

ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ 'ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି' (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯଦି…

ବୈତରଣୀରେ ଆସୁଛି ୭ମ ବନ୍ୟା !ଦଶରଥପୁରବାସୀଙ୍କ ବଢିଲା ଚିନ୍ତା,ବିପନ୍ନ ୩୪ ଦିନ ହେବ…

ଦଶରଥପୁର: ଲଘୁଚାପ ପ୍ରଭାବରେ ଗତକାଲି କେନ୍ଦୁଝରରେ ବର୍ଷା ହେବାରୁ ବୈତରଣୀ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ଦିନ ୧୨ ଟାରେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ୧୮. ୩୩ ମିଟର ରହିଥିବାବେଳେ ବର୍ତମାନ ୧୭. ୮୨ ରେ ପହଞ୍ଚିଛି । ଯାହା ଫଳରେ ଦଶରଥପୁର ବ୍ଲକକୁ ଆଉ ଏକ ବନ୍ୟା ମାଡି…

ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର 

ନୂଆଦିଲ୍ଲୀ:୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଐତିହାସିକ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କା ହାତରୁ ଚାଲିଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ  ଏବଂ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଧ୍ୟରେ ଚାଲିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆଇସିସି ଏହି ବଡ଼…