Latest Odisha News

କଟକରେ କୋଠା ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ..

କଟକ: କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି…

୭୭ ବର୍ଷର ସ୍ୱାଧୀନତା ପରେ ବି ଏହି ଗ୍ରାମରେ କେବେ ହୋଇନି ନିର୍ବାଚନ, କାରଣ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୭ ବର୍ଷ ଅତିବାହିତ ହେଲା ଏବଂ ଏହି ୭୭ ବର୍ଷରେ ଅନେକ ନିର୍ବାଚନ ହୋଇଛି। କିନ୍ତୁ ଜମୁଈ ଜିଲ୍ଲାର ଅନେକ ଗ୍ରାମ ଏଭଳି ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ନିର୍ବାଚନ ହୋଇନାହିଁ। ଏହି ଗ୍ରାମମାନଙ୍କରେ ରହୁଥିବା ଲୋକମାନଙ୍କୁ ମତ ଦାନ କରିବା ପାଇଁ ୨୦ କିଲୋମିଟର…

ନେପାଳ ପରେ ପାକିସ୍ତାନରେ ଜେନ୍-ଜି ଆନ୍ଦୋଳନ, ଭାଙ୍ଗିଯିବ ସରକାର ?

ନୂଆଦିଲ୍ଲୀ: ନେପାଳ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଏକ ମାସ ଭିତରେ ପୁଣିଥରେ ବିରୋଧ ଆରମ୍ଭ ହୋଇଛି। ଗୁରୁବାର ଦିନ ବହୁ ସଂଖ୍ୟାରେ ଯୁବକ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ନାରାବାଜି କରିଛନ୍ତି। କୁହାଯାଉଛି ଯେ ଏଥର ଆନ୍ଦୋଳନର ବାଗଡୋର ନୂଆ ପିଢ଼ି ଅର୍ଥାତ୍ ଜେନ୍-ଜିର ହାତରେ…

ଏଆଇର ଦୁରୁପଯୋଗ ଅଭିଯୋଗ; ବିଜେଡି ବିରୋଧରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ଗତ ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା ନେଇ ବିଜେଡି ଦଳର ନେତାମାନେ କହୁଥିଲେ। କିନ୍ତୁ ଆଜି ନିଜ ଅଭଯୋଗକୁ ଭୁଲ ବୋଲି ନିଜେ ବିଜେଡି ପ୍ରମାଣିତ କରିଛି । ବିଜେଡି ଦଳ ନିଜେ ସୋସିଆଲ ମିଡିଆରେ ଅପପ୍ରଚାର କରିବା ସହ କୃତ୍ରିମ…

ସୋସିଆଲ ମିଡିଆରେ ଭ୍ରାନ୍ତ ସୂଚନା କିମ୍ବା ଫଟୋର ପ୍ରଚାର କରନ୍ତୁ ନାହିଁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସେହି ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଏକ ବିଭ୍ରାନ୍ତିକର ଫଟୋ ଏ.ଆଇ. ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଛି। ଏହି ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ଭ୍ରାନ୍ତିକର…

ଦୁଇ ଥର ଭୋଟ ଦେବା କେତେ ଅପରାଧ ? ଏପରି କଲେ କେତେ ବର୍ଷ ହୋଇଥାଏ ଜେଲ୍….

ନୂଆଦିଲ୍ଲୀ: ପଟନାର ବାଙ୍କୀପୁରରେ ମତଦାନ ସମୟରେ ସମସ୍ତୀପୁର ସାଂସଦ ଶାମ୍ଭବୀ ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ମହଲରେ ନୂଆ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ କହୁଛି ଯେ ଭିଡିଓରେ ତାଙ୍କ ଉଭୟ ହାତର ଆଙ୍ଗୁଳିରେ କାଳି ଚିହ୍ନ ଦେଖାଯାଉଛି, ଯାହା ଦୁଇଥର ମତ…

ରଣଜୀ ଟ୍ରଫି: ଧ୍ରୁବଙ୍କ ଶତକ, ସୁଯୋଗ ହାତଛଡା କଲା ଓଡିଶା

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ବିଦର୍ଭ ବିପକ୍ଷରେ ଆରମ୍ଭରୁ ଓଡିଶା ଭଲ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ଏହାକୁ ହାତଛଡା କରିଛି । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବିଦର୍ଭ ୫ ୱିକେଟ ବିନିମୟରେ ୨୩୪ ରନ ସଂଗ୍ରହ କରିିଛି । ଧ୍ରୁବ ସୋରେ ୧୨୮ ରନ…

୨୫ଏକର ଜମିରେ ୧୧ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

କନ୍ଧମାଳ:ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ । ରାଇକିଆ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ସୁଗଡବାଡି ପଞ୍ଚାୟତର ନାଉଡ଼ିମାହା ନିକଟସ୍ଥ ଜଙ୍ଗଲରୁ ୨୫ ଏକର ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି । ସୂଚନାଥାଉକି, ବିଶେଷସୂତ୍ରରୁ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ…

୨୦୨୮ ଅଲିମ୍ପିକ୍ସ: ପାକିସ୍ତାନ ଖେଳିବା ଆଶା କଠିନ

ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ ଅଲିମ୍ପିକ୍ସକୁ କ୍ରିକେଟର ପ୍ରତ୍ୟାବର୍ତନ ହୋଇଛି । ୨୦୨୮ ଲସ ଆଞ୍ଜେଲ୍ସ ଗେମ୍ସରେ କ୍ରିକେଟ ଟି୨୦ ଫର୍ମାଟକୁ ଏଥିରେ ସାମିଲ କରାଯାଇଛି । ୧୯୦୦ ପରଠାରୁ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇ ନ ଥିଲା । ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଉଭୟ ପୁରୁଷ ଓ…

ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ବର: ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା। ପାଣିନି ଟ୍ରଷ୍ଟ ଓ ସାହିତ୍ୟ ଚର୍ଚ୍ଚା ପକ୍ଷରୁ ବିଭିନ୍ନ ଲେଖକ, ଗବେଷକ, ଭାଷାବିତ୍ ଓ ବୈୟାକରଣ ମାନଙ୍କଠାରୁ ନିରୁତା ଓଡ଼ିଆ ଭାଷାର ମୌଳିକ ବ୍ୟାକରଣ ସମ୍ବଳିତ ପାଣ୍ଡୁଲିପି ଆମନ୍ତ୍ରଣ କରାଯାଇଥିଲା।…