Latest Odisha News

BREAKING NEWS

ଆନ୍ତର୍ଜାତୀୟ ଟି୨୦ରେ ଅଭିଷେକଙ୍କ ଆଉ ଏକ କୀର୍ତିମାନ

ବ୍ରିସବେନ: ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆନ୍ତର୍ଜାତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ଟି୨୦ କ୍ରିକେଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟି୨୦ରେ ସେ ତାଙ୍କ କ୍ୟାରିୟରର ୧୦୦୦ ରନ ପୂର୍ଣ୍ଣ କରିଛନ୍ତି ।…

ଏହି ଜିଲ୍ଲାରେ ବଢିଛି ସଡ଼କ ଦୁର୍ଘଟଣା; ଗତବର୍ଷ ତୁଳନାରେ ୧୧ % ଅଧିକ ଦୁର୍ଘଟଣା

ଖୋର୍ଦ୍ଧା: ଜିଲ୍ଲାରେ ଗତବର୍ଷ(ଜାନୁଆରୀରୁ ସେପ୍ଟେମ୍ବର) ତୁଳନାରେ ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ହିଁ ସର୍ବାଧିକ ମୁଣ୍ଡ ଗଡି଼ଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି ।…

ବ୍ରିସବେନ ଟି୨୦ ବାତିଲ: ଅଷ୍ଟ୍ରେଲିଆରେ କ୍ରମାଗତ ୫ମ ସିରିଜ ଜିତିଲା ଟିମ ଇଣ୍ଡିଆ

ବ୍ରିସବେନ: ଏଠାରେ ଅନୁଷ୍ଠିତ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ସିରିଜର ୫ମ ତଥା ଅନ୍ତିମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚ ମଧ୍ୟ ଫଳାଫଳ ବିହୀନ ଭାବେ ଶେଷ ହୋଇଥିଲା । ଭାରତ ୨ଟି ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଥିଲା ।…

ମେଳା ବୁଲିଲା ବେଳେ ନାବାଳକଙ୍କୁ ଛୁରାମାଡ, କଟକ ସ୍ଥାନାନ୍ତର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜଗଧାତ୍ରୀ ମେଳା ସମୟରେ କେହି ଦୁର୍ବୃତ୍ତ ଜଣେ ନାବାଳକଙ୍କୁ ଛୁରାମାଡ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇପଡ଼ିଛି। ଆହତ ନାବାଳକ ଜଣକ ହେଉଛନ୍ତି ବାଙ୍ଗିରିପୋଷିର ବୁଡାମରା ଗାଁର ୧୬ ବର୍ଷୀୟ ବାଳକ ଆକାଶ ନାୟକ। ଛୁରାମାଡ ପରେ ତାଙ୍କୁ ଜିଲ୍ଲା…

Types Of Gold: କାହିଁକି ୧୮, ୨୨ ଏବଂ ୨୪ କ୍ୟାରେଟ୍ ହିଁ ହୋଇଥାଏ ସୁନା, ୧୯, ୨୧ କି ୨୫ ନୁହେଁ?

ନୂଆଦିଲ୍ଲୀ: ଶତାବ୍ଦୀ ଧରି ଆମ ଦେଶରେ ହଳଦିଆ ଧାତୁ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଆସିଛି। ବିବାହ, ପର୍ବ କିମ୍ବା ଧାର୍ମିକ ରୀତିନୀତି ହେଉ, ସୁନା ଅଳଙ୍କାରର ଚମକ ପ୍ରତ୍ୟେକ ଅବସରକୁ ଅଧିକ ସ୍ୱତନ୍ତ୍ର କରିଥାଏ। ଭାରତୀୟମାନେ ସୁନାକୁ କେବଳ ଅଳଙ୍କାର ଭାବରେ ମୂଲ୍ୟବାନ ନୁହେଁ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀ ସଫା ; ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡ଼ାର କେରନ ସେକ୍ଟରରେ ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ଶନିବାର ଦିନ ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ନିୟନ୍ତ୍ରଣ ରେଖା (LoC) ପାର ହୋଇ ଅନୁପ୍ରବେଶ ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ଭାରତୀୟ…

ପୁରୀ ରଥଯାତ୍ରା ଦଳାଚକଟା; ୭ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଓଡ଼ିଶା ସରକାର ୭ ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଏକ ଘରୋଇ ପ୍ରଯୁକ୍ତିବିଦ୍ୟା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି…

ସାଇ ଇଣ୍ଟର ନ୍ୟାସନାଲ ଚତୁର୍ଥ ସ୍ମାରକୀ ୨୦୨୫ ଅନୁଷ୍ଠିତ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଡକ୍ଟର ବିଜୟ କୁମାର ସାହୁଙ୍କ ସ୍ମୃତିରେ ଚତୁର୍ଥ ସାଇ ଇଣ୍ଟରନ୍ୟାସନାଲ ସ୍ମାରକୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକୃତ ଶିକ୍ଷା, ଜ୍ଞାନ ବୃଦ୍ଧି ଉପରେ ଆଲୋକପାତ କରିଥିଲେ ।…

China’s Fujian: ଶକ୍ତି ଦେଖାଇଲା ଚୀନ, ଲଞ୍ଚ କଲା ମୃତ୍ୟୁର ଜାହାଜ!

ନୂଆଦିଲ୍ଲୀ: ଚୀନ୍ ତାର ସବୁଠାରୁ ଉନ୍ନତ ଯୁଦ୍ଧଜାହାଜ ନିର୍ମାଣ କରିଛି । ଏକ ଯୁଦ୍ଧଜାହାଜ ଯାହା କେବଳ ମହାସାଗରରେ ଯାତ୍ରା କରେ ନାହିଁ ବରଂ ବିଶ୍ୱର ରଣନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବାର ଶକ୍ତି ମଧ୍ୟ ରଖେ। ଚୀନ୍‌ ଶେଷରେ ଏହାର ସବୁଠାରୁ ଉନ୍ନତ ବିମାନ ବାହକ, ଫୁଜିଆନ୍‌କୁ କାର୍ଯ୍ୟକ୍ଷମ…

ରାଜ୍ୟକୁ ଉତ୍ତର ଦିଗରୁ ଆସୁଛି ଥଣ୍ଡା ପବନ: ଖସିବ ତାପମାତ୍ରା, ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ଥଣ୍ଡାରେ ଥରହର ହେଲେଣି ପଶ୍ଚିମ ଓଡ଼ିଶାବାସୀ । ଆଗକୁ ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତର ମାତ୍ରା ବଢିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୭…