ଟେଷ୍ଟରେ ମଧ୍ୟ ଫ୍ରି ହିଟ ନିୟମ ଲାଗୁ କରାଯାଉ ବୋଲି ପ୍ରସ୍ତାବ ଦେଲେ ଭାରତର ବୋଲିଂ କୋଚ
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଟେଷ୍ଟ କ୍ରିକେଟ୍ରେ ଫ୍ରି ହିଟ ନିୟମ ଲାଗୁ କରିବା ପାଇଁ ଏକ ରୋଚକ ପ୍ରସ୍ତାବ ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ସାଈରାଜ ବହୁତୁଲେ ନୋ-ବଲ୍ ସମସ୍ୟାର ସମାଧାନ ପାଇଁ ମଜାଳିଆ ଅନ୍ଦାଜରେ…