କଟକରେ ଓକିଲଙ୍କୁ ଆକ୍ରମଣ ଘଟଣା: ଓକିଲ ସଂଘର କାର୍ଯ୍ୟବନ୍ଦ, ୩ ଜଣ ପୋଲିସ ନିଲମ୍ବିତ
ଭୁବନେଶ୍ୱର: କଟକରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ୩ ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି ।
“ଏହି ଘଟଣାଟି ତଦନ୍ତ ପରିସରଭୁକ୍ତ ରହିଛି, ଦୋଷୀ ଯିଏବି ହୋଇଥାଉ ତାଙ୍କ ବିରୋଧରେ ଦୃଢ…