ଅଫରୋଡ୍ ଫିଚର ସହ KTMର ଏହି ବାଇକ୍ ହେବ ଲଞ୍ଚ; ଜାଣନ୍ତୁ ପ୍ରାଇସ..
ନୂଆଦିଲ୍ଲୀ: KTM ଭାରତୀୟ ବଜାରରେ ଏହାର ନୂତନ ବାଇକ୍ 390 Enduro R ଲଞ୍ଚ କରିବାକୁ ପ୍ରସ୍ତୁତ। ଏହି ବାଇକଟି ୩୯୦ ଆଡଭେଞ୍ଚରର ନୂତନ ଜେନେରେସନ ମଡେଲ ପରି । ଏହା ଏକ ଅଫ୍-ରୋଡ୍ କେନ୍ଦ୍ରିତ ବାଇକ ହୋଇଥିବାବେଳେ ଏଥିରେ ନୂଆ KTM 390 Adventureର ଅଧିକାଂଶ ପାର୍ଟକୁ ବ୍ୟବହାର କରାଯାଇଛି ।…