Latest Odisha News

BREAKING NEWS

କୋହଲି ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି, ଚିନ୍ତାରେ ବୋଲର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଥର ଆଇପିଏଲରେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ସମ୍ପୂର୍ଣ୍ଣ ନୂତନ ଶୈଳୀରେ ବୋଲିଂ କରୁଛନ୍ତି ବୋଲି ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି । କୋହଲି ସାଧାରଣତଃ ବଡ ଶଟ ଇନିଂସର ଶେଷ ଭାଗରେ ମାରିବାକୁ ଚେଷ୍ଟା କରିଥାନ୍ତି ।…

୧୧ରୁ ବଣ୍ଟା ହେବ ଆୟୁଷ୍ମାନ କାର୍ଡ, ଜନସେବା କେନ୍ଦ୍ର ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ)ର ହେବ ଶୁଭାରମ୍ଭ । ଏହି ଦିନେ ରାଜ୍ୟବ୍ୟାପି କାର୍ଯ୍ୟକ୍ରମ କରାଯିବ ଏବଂ ବଣ୍ଟା ହେବ ଆୟୁଷ୍ମାନ କାର୍ଡ। ଏହି ଅବସରରେ ଭୁବନେଶ୍ୱର…

ପୁଣି କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ ଅଛି ଦାମ୍

ଭୁବନେଶ୍ଵର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ…

କେଉଁ ମଦ ସ୍ୱାସ୍ଥ୍ୟ ପାଇଁ ଭଲ? ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ…

ଭୁବନେଶ୍ୱର : ମଦ ସେବନ ଏକ ଏମିତି ବିଷୟ ଯାହା ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ମତଭେଦ ରହିଛି। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ସୀମିତ ପରିମାଣରେ ମଦ ସେବନ କିଛି ସ୍ୱାସ୍ଥ୍ୟ ଲାଭ ଦେଇପାରେ, କିନ୍ତୁ ଅତ୍ୟଧିକ ସେବନ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ସ୍ୱାସ୍ଥ୍ୟ…

ରେପୋ ରେଟ୍‌ କମାଇଲା ଆରବିଆଇ, ଶସ୍ତା ହେବ ଗୃହ ଋଣ ଇଏମଆଇ

ନୂଆଦିଲ୍ଲୀ: ଖସିଲା ରେପୋ ରେଟ୍ । ପାଞ୍ଚ ବର୍ଷ ପରେ ଲଗାତର ଦ୍ଵିତୀୟ ଥର ପାଇଁ ରେପୋ ରେଟ୍ ଖସିଛି । ରେପୋ ରେଟ୍‌ କମାଇଲା ଆରବିଆଇ । ରେପୋ ରେଟ୍‌ ୦.୨୫% କମାଇଲା ଆରବିଆଇ । ୦.୨୫% କମିବା ପରେ ରେପୋ ରେଟ୍‌ ୬% ରହିଲା । ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଆରବିଆଇର ଏମପିସି ବୈଠକ ଶେଷ ହେବା…

ଗାଁରେ ବୁଲୁଛି ଡାହାଣୀ ! ସୁନ୍ଦରୀ ବେଶରେ ଆସି ମାଡ଼ିବସୁଛି…. ଜଣା ପଡ଼ିଲା ସତ

‘ଡାହାଣୀ’ ଏହି ଶବ୍ଦଟି ଓଡ଼ିଶାର ଗ୍ରାମାଞ୍ଚଳରେ ଏକ ରହସ୍ୟ ଓ ଭୟର ପରିଚୟ ବହନ କରେ। ଗାଁର ରାତିରେ ଏକାକୀ ରାସ୍ତାରେ ଚାଲିବା ବେଳେ କିମ୍ବା ଶୁନଶାନ ଜାଗାରେ ‘ଡାହାଣୀ’ର କାହାଣୀ ଲୋକଙ୍କ ମନରେ କୌତୂହଳ ଓ ଆତଙ୍କ ସୃଷ୍ଟି କରିଥାଏ। କିଏ ଏହି ଡାହାଣୀ? ଏହା ସତରେ ଅଛି ନା କେବଳ ଲୋକକଥାର ଏକ…

ଦିଲ୍ଲୀରେ ମୋହନ-ଶାହ ଭେଟ, ଓଡିଶାରେ ଲାଗୁ ହୋଇପାରେ ୩ ନୂଆ ଅପରାଧ ଆଇନ

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ମୋହନ ଓ ଶାହଙ୍କ ଭେଟ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ରାଜ୍ୟରେ ୩ ନୂଆ ଅପରାଧ ଆଇନ ଲାଗୁ ନେଇ ଆଲୋଚନା କରିବେ। କୁହାଯାଉଛି ରାଜ୍ୟରେ ଏହି ୩ ଅପରାଧ ଆଇନ ଲାଗୁ ହୋଇପାରେ। ୩…

ଭୁବନେଶ୍ୱର ଆକାଶରୁ ତାରା ଉଭାନ ! କାହିଁକି ହେଲା ଏମିତି?

ଭୁବନେଶ୍ୱର: ରାତିରେ କେବେ ଭୁବନେଶ୍ୱର ଆକାଶକୁ ଅନେଇଛନ୍ତି ? ହଁ ଦେଖିଥିବେ ନିଶ୍ଚିତ। କିନ୍ତୁ ଅନ୍ୟ ସହରର ଆାକାଶ ଓ ଭୁବନେଶ୍ୱର ଆକଶ ଭିତରେ ପାର୍ଥକ୍ୟ କେବେ ଦେଖିନଥିବେ। ଯଦି ଆପଣ ରାଜଧାନୀ ଭୁବନେଶ୍ୱରରେ ରହୁଛନ୍ତି ତେବେ  ଆଜି ହଁ ରାତିରେ ଆକଶକୁ ନିଶ୍ଚିତ ଥରେ ଦେଖନ୍ତୁ। ଦେଖିବେ ଆକାଶରେ…

ରାଜଧାନୀରେ ଆରମ୍ଭ ହେଲା ଲେନ ଡ୍ରାଇଭ, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା କମାଇବା ପାଇଁ କମିଶନରେଟ ପୋଲିସର ବଡ଼ ପଦକ୍ଷେପ। ଏହି ପରିପେକ୍ଷୀରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଲେନ୍‌ ଡ୍ରାଇଭ୍‌। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍‌ ଷ୍ଟପେଜ୍‌…

ଓଡ଼ିଶାରେ କାହିଁକି ହୁଏ କାଳବୈଶାଖୀ ? ଜାଣନ୍ତୁ ଅଦିନରେ ଝଡ଼ ପଛର କ’ଣ ରହିଛି କାରଣ…

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଏକ ପ୍ରାକୃତିକ ଘଟଣା, ଯାହା ମୁଖ୍ୟତଃ ପୂର୍ବ ଭାରତ, ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ପ୍ରାୟ ଗ୍ରୀଷ୍ମ ଋତୁରେ (ଏପ୍ରିଲ-ମେ ମାସ) ଦେଖାଯାଏ। ଏହାର ମୁଖ୍ୟ କାରଣ ହେଉଛି ପାଗରେ ଆସୁଥିବା ବାୟୁମଣ୍ଡଳୀୟ ପରିବର୍ତ୍ତନ।…