କାଜୁ ବଗିଚାରେ ଫସିଛି ଦନ୍ତା, ଲୋକେ ଭୟଭୀତ
ଭୁବନେଶ୍ଵର: ରାଜଧାନୀରେ ପଶିଲା ହାତୀ । ହାତୀ ବୁଲୁଥିବାରୁ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ। ଭୁବନେଶ୍ବର ଏମ୍ସ ନିକଟ କାଜୁ ବଗିଚାରେ ଗତକାଲି ରାତିରୁ ଫସିଛି ଏକ ଦନ୍ତା ହାତୀ। ହାତୀଟିକୁ ଚନ୍ଦକା ଅଭୟାରଣ୍ୟ ଭିତରକୁ ନେବାକୁ ପ୍ରୟାସ କରୁଛି ବନ ବିଭାଗ । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ…