ଚାମ୍ପିୟନ୍ସ ଟ୍ରଫି ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଲେନି ଏହି ଅଧିନାୟକ
ଦୁବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ହାସଲ କରିଛି । ତେବେ ଆଇସିସି ଏହି ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ନେଇ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ରୋହିତ ୫ଟି ଇନିଂସରେ ୧୮୦ ରନ କରିଥିଲେ । ଭଲ ପ୍ରଦର୍ଶନ କରିଥିବା ରଚୀନ…