ମହିଳା ବିରୋଧୀ ହିଂସା ରୋକିବ ‘ଲିପଷ୍ଟିକ୍ ଗନ୍’
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଦ୍ୱିତୀୟ ବର୍ଷ ବି.ଟେକ୍ର ୨ ଛାତ୍ରୀ ମହିଳାଙ୍କ ସୁରକ୍ଷା ପାଇଁ ଏକ ଅନନ୍ୟ 'ଲିପଷ୍ଟିକ୍ ଗନ୍' ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ଡିଭାଇସ୍ ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ…