Latest Odisha News

BREAKING NEWS

ଭଗବାନ ଓ ଭକ୍ତଙ୍କ ମିଳନରେ କମ୍ପୁଛି ଏକାମ୍ରକ୍ଷେତ୍ର: ସାଢ଼େ ୫ଟାରେ ଗଡିଲା ରଥ

ଭୁବନେଶ୍ବର:ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢ଼େ ୫ଟାରେ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ…

୨୦୦ ଟନ୍ ବିଶିଷ୍ଟ ବାୟୋ ମିଥାନେସନ୍ ପ୍ଲାଣ୍ଟ ସ୍ଥାପନ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

କଟକ: କଟକର ଜଗତପୁର ଅଞ୍ଚଳରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ୨୦୦ ଟନ୍ ବିଶିଷ୍ଟ ବାୟୋ ମିଥାନେସନ୍ ପ୍ଲାଣ୍ଟ ସ୍ଥାପନ ହେବ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଆଜି କଟକ ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ବୁଝାମଣାପତ୍ର…

କାନାଡ଼ାରେ ଭାରତୀୟଙ୍କୁ ଛୁରି ଭୁସି ହତ୍ୟା

ଓଟାଓ୍ବା: କାନାଡାର ରକଲ୍ୟାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା  କରାଯାଇଛି। ଜଣେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିଛି ଓ ପୀଡିତାଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶୃତି ଦେଇଛି।…

ବୁମରାହଙ୍କୁ ସବୁଜ ସଙ୍କେତ ଦେଲା ବିସିସିଆଇ ମେଡିକାଲ ଟିମ, ଏଥର ଖେଳିବେ ଆଇପିଏଲ

ମୁମ୍ବାଇ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ବିସିସିଆଇ ମେଡିକାଲ ଟିମ ଫିଟ ଘୋଷିତ କରିବା ସହ ଆଇପିଏଲ ଖେଳିବା ନେଇ ସବୁଜ ସଙ୍କେତ ଦେଇଛି । ବୁମରାହ ଖୁବ ଶୀଘ୍ର ମୁମ୍ବାଇ ଟିମ ସହିତ ଯୋଗ ଦେବେ । ରିପୋର୍ଟ ମୁତାବକ ଏପ୍ରିଲ ୭ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚ…

କାମ୍ବୋଡିଆର ଏହି ମୂଷା କଲା ବିଶ୍ୱରେକର୍ଡ

ମଣିଷ ବିଭିନ୍ନ ପ୍ରକାର ଗବେଷଣା ପାଇଁ ମୂଷାଙ୍କ ମାତ୍ରାଧିକ ବ୍ୟବହାର କରିଥାଏ । ଜୀବବିଜ୍ଞାନୀମାନେ ମୂଷା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥାନ୍ତି । ମୂଷା ଖାଦ୍ୟ ଶୃଙ୍ଖଳକୁ ସମତୂଲ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ କାମ୍ବୋଡିଆର ରୋନୀନ ନାମକ ମୂଷା…

ବିକାଶ ପାଇଁ ହାତରେ ବନ୍ଧୁକ ଦରକାର ନାହିଁ, କମ୍ପ୍ୟୁଟର ଆବଶ୍ୟକ: ଶାହା

ଛତିଶଗଡ଼: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ଗସ୍ତରେ ଅଛନ୍ତି। ଅମିତ ଶାହା ଦାନ୍ତେୱାଡାର ମା ଦନ୍ତେଶ୍ୱରୀଙ୍କ ଦର୍ଶନ କରିଛନ୍ତି । ସେ ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ଅମିତ ଶାହା କହିଛନ୍ତି ଯେ, ଆଜି ଚୈତ୍ର ନବରାତ୍ରିର ଅଷ୍ଟମୀ । ମୁଁ ମା' ଦନ୍ତେଶ୍ୱରୀଙ୍କ…

ଏମିତି ଦ୍ବୀପ ଯେଉଁଠି ଛିଙ୍କ ବି ହୋଇପାରେ ବିପଦ…

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରର ଉତ୍ତରରେ ରହିଥିବା ସେଣ୍ଟିନେଲ ଦ୍ବୀପ ଏବେ ଚର୍ଚ୍ଚାରେ ରହିଛି। ନିକଟରେ ଜଣେ 24ବର୍ଷୀୟ ଆମେରିକା ନାଗରିକ କଟକଣା ସତ୍ତ୍ବେ ଦ୍ବୀପକୁ ଯିବାକୁ ଉଦ୍ଯମ କରିଥିଲେ। ଦ୍ବୀପରେ ଦୁନିଆଠାରୁ ଅଲଗା ରହିଥିବା ସେଣ୍ଟିନେଲ ଆଦିବାସୀ ବସବାସ କରନ୍ତି। ବାହାର ଦୁନିଆର…

ଔଷଧୀୟ ଗୁଣରେ ଭରପୁର ଅଶ୍ଵଗନ୍ଧା

ଭୁବନେଶ୍ୱର: ଆପଣ ମାନେ ପ୍ରାୟତଃ ଆୟୁର୍ବେଦିକ ବହି ବା ଔଷଧରେ ଅଶ୍ଵଗନ୍ଧା ନା ଶୁଣିବାକୁ ପାଇଥିବେ । ଆଉ ଏହା ମଧ୍ୟ ଶୁଣିବାକୁ ପାଇଥିବେ ଯେ ଏହାକୁ ବ୍ୟବହାର କରିବା ଦ୍ଵାରା ମଣିଷ ଜୀବନ ସବୁଦିନ ପାଇଁ ବଦଳି ଯାଇଥାଏ । ତେବେ ଅଶ୍ଵଗନ୍ଧା ଯେତେ ଲାଭକାରୀ ଓ ଗୁଣକାରୀ ହୋଇଥାଏ ସେତିକି ସାବଧାନ…

ବୁକମାଇ ଶୋ’ରୁ ଆଉଟ୍ କୁନାଲ କାମରା!

ମୁମ୍ବାଇ: ଲୋକପ୍ରିୟ ଟିକେଟ୍ ବୁକିଂ ପ୍ଲାଟଫର୍ମ ବୁକମାଇ ଶୋ ତାର ବିକ୍ରୟ ଏବଂ କଳାକାର ଲିଷ୍ଟରୁ ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କାମରାଙ୍କ ନାମ ହଟାଇ ଦେଇଛି। ଏନେଇ ଶିବସେନା (ସିନ୍ଦେ ଗୋଷ୍ଠୀ)ର ସୋସିଆଲ ମିଡିଆ ପ୍ରଭାରୀ ରାହୁଲ କନାଲ ଦାବି କରିଛନ୍ତି। ଏପରିକି ସେ ଏହି ନିଷ୍ପତ୍ତି ପାଇଁ…

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୮୬ ମାଓବାଦୀ, ତେଲେଙ୍ଗାନାରେ କଲେ ଆତ୍ମସମର୍ପଣ

ବସ୍ତର: ଛତିଶଗଡ଼ର ମାଓବଦୀ ପ୍ରବଣ ଜିଲ୍ଲା ବସ୍ତର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆଉ ଏହାରି ଭିତରେ ଛତିଶଗଡ଼ର ୮୬ ମାଓବାଦୀ ତେଲଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ହାର୍ଡକୋର ମାଓବାଦୀ ମଧ୍ୟ ଅଛନ୍ତି । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ…