ଗୁଜୁରାଟରେ ହିଟ୍ ଆଣ୍ଡ ରନ୍ ମାମଲା; ଗଞ୍ଜେଇ ନିଶାରେ ଗାଡି ଚଳାଉଥିଲେ ଲ’ ଛାତ୍ର
ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରକ୍ଷିତ ଚୌରାସିଆ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲା।
ଗାନ୍ଧୀନଗର ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମଦ୍ୟପାନ…