ଜାତୀୟ ଖୋ ଖୋ ଚାମ୍ପିୟନଶିପ: ଓଡିଶା ମହିଳା ଦଳକୁ ରୌପ୍ୟ
ପୁରୀ: ୫୭ତମ ଜାତୀୟ ସିନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ମହିଳା ଦଳ ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି । ପୁରୀରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ମେଗା ଟୁର୍ଣ୍ଣାମେଂଟର ଫାଇନାଲରେ ମହାରାଷ୍ଟ୍ର ବିପକ୍ଷ ଫାଇନାଲରେ ଓଡିଶା ଟିମ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧ…