ଘରୁ ଲୁଟ ବେଳେ ବୃଦ୍ଧାଙ୍କୁ ପିଟି ମାରିଦେଲେ ଦୁର୍ବୃତ୍ତ
ଯାଜପୁର: ରାତି ଅଧରେ ଘରୁ ଲୁଟ କରୁଥିଲେ ଦୁର୍ବୃତ୍ତ। ଏହି ସମୟରେ ଘରେ ଶୋଇଥିବା ବୃଦ୍ଧା ଉଠିଯିବାରୁ ତାଙ୍କୁ ଦୁର୍ବୃତ୍ତମାନେ ପିଟି ପିଟି ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ।
ସୂଚନା ଅନୁସାରେ…