ଦୁଇଥର ଫେଲ୍ ହୋଇ ମଧ୍ଯ ରାଜୀବ ଗାନ୍ଧୀ କିଭଳି ବନିଲେ ପ୍ରଧାନମନ୍ତ୍ରୀ; ମଣିଶଙ୍କରଙ୍କ ବୟାନକୁ ନେଇ ବିବାଦ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ବିବାଦୀୟ ବୟାନ ଯୋଗୁ ପୁଣି ଥରେ ଦଳକୁ ଅପ୍ରିତିକର ସ୍ଥିତିରେ ପକାଇଛନ୍ତି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି…