ଏଣିକି ବିଧାନସଭାରେ ପାନ, ଗୁଟଖା ବ୍ୟାନ
ଲକ୍ଷ୍ନୌ: ଏଣିକି ବିଧାନସଭାରେ ପାନ, ଗୁଟଖା ବ୍ୟାନ। ୟୁପିର ବିଧାନସଭାରେ ମଙ୍ଗଳବାର ଦିନ ଅଧିବେଶନ ଚାଲିଥିବା ସମୟରେ ଜଣେ ବିଧାୟକ ପାନ ମସଲା ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଯାହାକୁ ନେଇ ବାଚସ୍ପତି ଖୁବ୍ ବର୍ଷିବା ସହ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏପରିକି କାର୍ପେଟରେ…