Healthy liver: ଯକୃତକୁ ସୁସ୍ଥ ରଖିବା ପାଇଁ ଏହି ଉପାୟରେ କଫି ପିଅନ୍ତୁ
ଭୁବନେଶ୍ବର: ଆଜିକାଲି ଫ୍ୟାଟି ଲିଭର ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ଏହି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସାରା ଦେଶରେ ବହୁ ସଂଖ୍ୟକ ଲୋକ ଫ୍ୟାଟି ଲିଭରରେ ପୀଡିତ। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ୪୦ ପ୍ରତିଶତ ଲୋକ ଫ୍ୟାଟି ଲିଭରରେ ପୀଡିତ।…