Latest Odisha News

BREAKING NEWS

ରିଲିଜ ହେବନି ଆନିମେଟେଡ୍‌ ଫିଲ୍ମ: ‘ମହାପ୍ରଭୁ ଜଗନ୍ନାଥ’ ଉପରେ ହାଇକୋର୍ଟଙ୍କ କଟକଣା

କଟକ: ଆନିମେଟେଡ୍ ଫିଲ୍ମ ଉପରେ ଲାଗିଲା ଅଙ୍କୁଶ। ବିବାଦୀୟ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଏବେ ରିଲିଜ୍ ହୋଇପାରିବ ନାହିଁ। ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ ରିଲିଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ବେଳେ ହାଇକୋର୍ଟ ଏହା ଉପରେ କଟକଣା ଲଗାଇଛନ୍ତି। ଅଦାଲତଙ୍କ ଅନୁମତି ବିନା ଏହି…

ମାଙ୍ଗାନିଜ ଚୋରା ଚାଲାଣ ବେଳେ ହାଇୱା ଜବତ;୪ ଅଟକ

ଟିକିରି: ମାଙ୍ଗନିଜ ପଥର ବୋଝେଇ ହାଇୱା ଗାଡ଼ି ସହିତ ଜେସିବିକୁ ଜବତ କରିଛି ବନ ବିଭାଗ । ରାୟଗଡ଼ା ବନଖଣ୍ଡ ଅଧୀନ ଟିକିରି ବନାଞ୍ଚଳର ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଚୋରାଚାଲାଣ ବେଳେ ଧରାପଡିଛନ୍ତି । ଏଥିରେ ସଂପୃକ୍ତ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ତେବେ ଜବତ…

Khuripani Rath Yatra: ୨୫୦ ବର୍ଷର ନିଆରା ପରମ୍ପରା; କାନ୍ଧରେ ବସି ୨ ଦିନିଆ ଅତିଥି ହୋଇ ଆସେ କାଳିଆ, ଗଡ଼େ ମାତ୍ର…

ବଲାଙ୍ଗିର: ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି। ବର୍ଷସାରା ସେଠି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରି ନିୟମିତ ନୀତିକାନ୍ତି ଓ ପୂଜାର୍ଚ୍ଚନା ହୋଇଥାଏ। କିନ୍ତୁ ଏକ ଏମିତି ଗାଁ, ଯେଉଁଠି ମହାପ୍ରଭୁଙ୍କର କୌଣସି ସ୍ଥାୟୀ ମନ୍ଦିର ନାହିଁ, ନାଁ ହେଉଛି…

Puri Rath Yatra 2026: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୁରୀ:ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପବିତ୍ର ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଦେଶବାସୀ, ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ନିଜ ବାର୍ତ୍ତାରେ କହିଛନ୍ତି ଯେ, ଦେଶ…

୨ ନକଲି RAW ଏଜେଣ୍ଟ ଗିରଫ, ଜମି-ଜମା ମାମଲାରେ ମଧ୍ୟସ୍ଥି ସାଜି ଲଗାଉଥିଲେ ଚୂନା

ଆନ୍ଧ୍ରପ୍ରଦେଶ ପଲାସା ଥାନା ବ୍ରାହ୍ମଣତରଙ୍ଗ ଗ୍ରାମର ଦୁର୍ଗା ପ୍ରସାଦ ବ୍ରହ୍ମା ଓ ଆଙ୍କୁଲିର ପ୍ରଦୀପ କୁମାର ମଣ୍ଡଳଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଥିବା ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ଉଭୟ ଅବସରପ୍ରାପ୍ତ ସେନା…

ରଥଯାତ୍ରା ପାଇଁ ପୁରୀରେ ପୋଲିସ ଛାଉଣି; ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ୧୯ ଜଣ ଆଇପିଏସ୍‌, ୧୩ ହଜାର ପୁଲିସ ନିୟୋଜିତ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ପୋଲିସ ଛାଉଣି। ଓଡ଼ିଶା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ଓ ଜନଗହଳି…

ଦତ୍ତ ମହାପାତ୍ର-କମାଣ୍ଡର ଠେଲାପେଲା, ସେବକଙ୍କୁ ସେବାରୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଭିତରେ ଦତ୍ତ ମହାପାତ୍ର-କମାଣ୍ଡର ମୁହାଁମୁହିଁ। ବନକଲାଗି ଚାଲିଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର କମାଣ୍ଡର ଓ ପୂର୍ବତନ ନୀତି ପ୍ରଶାସକ ବଡ଼ଦେଉଳ ଭିତରକୁ ଆସିବାକୁ ବିରୋଧ କରି ଏହି କାଣ୍ଡ ଘଟିଛି। ବନକଲାଗି ମହାପ୍ରଭୁଙ୍କ ଗୁପ୍ତ ନୀତି ହୋଇଥିବାରୁ ପ୍ରାଶାସନିକ…

ଅଙ୍ଗନୱାଡି ସେବା ହେବ ଅଧିକ ସ୍ୱଚ୍ଛ, ଗଠନ ହେବ ପରିଚାଳନା କମିଟି; ସୁଭଦ୍ରା ହିତାଧିକାରୀ ଓ କିଶୋରୀଙ୍କୁ ମିଳିବ ସଦସ୍ୟ…

ଭୁବନେଶ୍ୱର: ରାଜ୍ୟର ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର କାର୍ଯ୍ୟକଳାପରେ ସ୍ଥାନୀୟ ଲୋକଙ୍କ ଅଧିକ ସହଭାଗିତା ସୁନିଶ୍ଚିତ କରିବା ସହ ଶିଶୁ ଓ ମହିଳାଙ୍କୁ ଦିଆଯାଉଥିବା ସେବାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ରାଜ୍ୟର ପ୍ରତ୍ୟେକ ଅଙ୍ଗନୱାଡି…

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ପୁରୀ ସମେତ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି

ପୁରୀ:ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ପାଇଁ ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ବର୍ଷକରେ ଥରେ ରତ୍ନସିଂହାସନ ଛାଡ଼ି ନିଜ ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ଅନ୍ୟପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।…