Repo Rate: ରେପୋ ରେଟ୍ରେ ନାହିଁ କୌଣସି ପରିବର୍ତ୍ତନ, ୫.୨୫%ରେ ସ୍ଥିର ରଖିଲା RBI, EMIରେ ମିଳିଲାନି ଆଶ୍ୱସ୍ତି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୁଣି ଥରେ ରେପୋ ରେଟ୍କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ମନିଟାରି ପଲିସି କମିଟି (MPC) ବୈଠକ ପରେ ବୁଧବାର RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଫଳରେ ଘର, ଗାଡ଼ି…