Latest Odisha News

BREAKING NEWS

୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ, ୩ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ଟିମ୍‌କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ । ଗିରଫ…

ଜୀବନ ହାରିଲେ ଆଉ ଜଣେ ଅତୁଲ, ସହି ପାରିଲେନି ସ୍ତ୍ରୀର ନିର୍ଯାତନା

ଆଗ୍ରା: ଜୀବନ ହାରିଲେ ଆଉ ଜଣେ ଅତୁଲ। ବେଙ୍ଗାଲୁରୁ ପରେ ଏବେ ଆଗ୍ରା। ସହି ପାରିଲେନି ସ୍ତ୍ରୀର ନିର୍ଯାତନା। ବାପା ମାଆଙ୍କୁ କ୍ଷମା ମାଗି ଆତ୍ମହତ୍ୟା କଲେ ଆଇଟି କର୍ମଚାରୀ। ବେଙ୍ଗୁଲୁରୁର ବହୁ ଚର୍ଚ୍ଚିତ ଅତୁଲ ସୁଭାଷଙ୍କ ପରି ଉତ୍ତରପ୍ରଦେଶର ଆଗ୍ରାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଯାହାକୁ…

ରାସ୍ତା କଡରୁ ଚଷମା କିଣି ପିନ୍ଧୁଛନ୍ତି କି? ଜାଣନ୍ତୁ କେତେ ସୁରକ୍ଷିତ….

ଭୁବନେଶ୍ବର: ରୋଡ ସାଇଡରେ ଶସ୍ତା ଦାମରେ ଜିନିଷ କିଣିବାର ଆମ ସମସ୍ତଙ୍କ ଅଭ୍ୟାସ ରହିଛି । ଯାନବାହାନରେ କି ଚାଲିକରି ଗଲା ବେଳେ ରାସ୍ତାରେ ସଜେଇ ହୋଇ ରହିଥିବା ଏହି ଜିନିଷ ଗୁଡିକ ଆମକୁ ବେଶ୍ ଆକର୍ଷିତ କରିଥାଏ । ସେହି ଜିନିଷ ମଧ୍ୟରୁ ସବୁଠୁ ବେଶୀ ଆମକୁ ଆକର୍ଷିତ କରିଥାଏ, ଭଳିକି ଭଳି…

ଆଇଏମଏଫ୍ ଓ ବିଶ୍ୱ ବ୍ୟାଙ୍କ କଣ? ପ୍ରତିଷ୍ଠାନଗୁଡ଼ିକରୁ ଓହରିଯିବ କି ଆମେରିକା..

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ଏବଂ ବିଶ୍ୱ ବ୍ୟାଙ୍କ ସମେତ ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକରୁ ବାହାରି ଯାଇପାରେ ଆମେରିକା। ଆଇଏମଏଫ୍ ଏବଂ ବିଶ୍ୱ ବ୍ୟାଙ୍କରୁ ଆମେରିକାର ସମ୍ଭାବ୍ୟ ପ୍ରତ୍ୟାହାରକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜି-୨୦ ବୈଠକଗୁଡିକରେ ଆମେରିକାର ଅର୍ଥ…

ଅଲବିଦା ବାଦଶାହା: ଅନ୍ତିମ ଯାତ୍ରାରେ ଉତ୍ତମ ମହାନ୍ତି

ଭୁବନେଶ୍ଵର: ଉଠିଲା କୋକେଇ, ଗୋବର ପାଣି ପକାଇ ଝାଡ଼ୁ କଲେ ବୋହୂ ତୃପ୍ତି । ସାଙ୍ଗରେ ଅଛନ୍ତି ପରିବାରର ଅନ୍ୟ ସଦସ୍ୟ । ଅନ୍ତିମ ଯାତ୍ରାରେ ବାହାରିଲେ ଉତ୍ତମ ମହାନ୍ତି । ସତ୍ୟନଗର ଶ୍ମଶାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର । ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଉଛି ।…

ୟୁରୋପୀୟ କମିଶନର ଉପାଧ୍ୟକ୍ଷଙ୍କୁ ଭେଟିଲେ ୨କେନ୍ଦ୍ର ମନ୍ତ୍ରୀ; ଗବେଷଣା ଏବଂ ଦକ୍ଷତା ବିକାଶ ଉପରେ ଫୋକସ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ୟୁରୋପୀୟ କମିଶନର ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁଙ୍କୁ ଭେଟିଛନ୍ତି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆ…

ଭୋଟର ତାଲିକାରେ ହେରଫେର୍ କରିବା ଲାଗି ବଙ୍ଗଳାକୁ ଏଜେନ୍ସି ପଠାଇଛି ବିଜେପି: ମମତା

କୋଲକାତା: ହରିୟାଣା ଏବଂ ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗରେ ଭୋଟର ତାଲିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟର ତାଲିକାରେ ହେରଫେର ପାଇଁ ବିଜେପି ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି। ଚେତାବନୀ ଦେଇ ମମତା କହିଛନ୍ତି ଯେ ଯଦି…

ବଦ୍ରିନାଥରେ ବଡଧରଣର ହିମସ୍ଖଳନ: ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

ଡେରାଡୁନ୍: ବଦ୍ରିନାଥରେ ବଡ ଧରଣର ହିମସ୍ଖଳନ । ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ । ମିଳିଥିବା ସୂଚନା ମୁତାବକ, ଆଜି ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ଏହାର ଆଖପାଖ ଅଞ୍ଚଳରେ ହିମସ୍ଖଳନ ହେବାରୁ ୪୭ ଜଣ ଏବେ ବି ଫସି ରହିଛନ୍ତି । ଅନୂନ୍ୟ ୧୦ ଜଣ ଶ୍ରମିକ ଉଦ୍ଧାର କରାଯାଇଛି । ଫସି ରହିଥିବା…

ଅନ୍ତିମ ଯାତ୍ରାରେ ଉତ୍ତମ: ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ନାହାନ୍ତି ସେ ସହରୀ ବାଘ । ପ୍ରିୟଜନ ଏବଂ ପ୍ରଶଂସକଙ୍କୁ ବିଦାୟ ଦେଇ ଆଜି ଚିରନିଦ୍ରାରେ ସୋଇଯାଇଛନ୍ତି ୯୦ ଦଶକର ସରପଞ୍ଚ ବାବୁ ତଥା ଓଲିଉଡ ଦୁନିଆର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ…

ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ସେଠାରେ ଅନ୍ତିମ ଦର୍ଶନ…