ରାଜ୍ୟର ହାଇକୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
ଭୁବନେଶ୍ୱର: ଆଜି ହାଇକୋର୍ଟ ବାର୍ରେ ନିର୍ବାଚନ। ବାର ଆସୋସିଏସନ୍ର ସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, ଉପସଭାପତି, ପାଠଗାର ସମ୍ପାଦକ, କାର୍ଯ୍ୟନିର୍ବାହୀ ସଦସ୍ୟ ଆଦି ପଦ ପାଇଁ ନିର୍ବାଚନ ହେଉଛି। ସକାଳ ସାଢ଼େ ୭ଟାରୁ ଭୋଟ୍ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ।
୫ଟାରୁ…