ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ ପରାମର୍ଶ, ଜାଣନ୍ତୁ…
ଭୁବନେଶ୍ୱର: ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହାକୁ ନଜରରେ ରଖି ସୋମବାର ଦିନ ତିନି ଦିନ ପାଇଁ କମିଶନରେଟ୍ ପୋଲିସ ଗମନାଗମନ ନେଇ ପରାମର୍ଶ ଜାରି କରିଛି।
ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂ କହିଛନ୍ତି ଯେ…