Latest Odisha News

BREAKING NEWS

ଅଜିତ ପାୱାରଙ୍କ ନିଧନ; ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା 

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଚାର୍ଟର୍ଡ ବିମାନ ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଛଅ…

ପାକିସ୍ତାନୀ ସେନା ଉପରେ ଆକ୍ରମଣ; ୧୨ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍‌ଏ)ର ଯୋଦ୍ଧାମାନେ ୧୨ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ହତ୍ୟା କରିଛନ୍ତି। ଏହି ଏନକାଉଣ୍ଟରରେ ଛଅ ଜଣ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି। ବିଏଲ୍‌ଏର ଜଣେ ମୁଖପାତ୍ର କହିଛନ୍ତି ଯେ ଏହାର ଯୋଦ୍ଧାମାନେ…

ବିମାନ ଇତିହାସରେ ଏହି ୧୩ ଦୁର୍ଘଟଣା…ବିଶ୍ଵ ବିମାନ ଚଳାଚଳକୁ ଦେଇଥିଲା ନୂଆ ଦିଗ…

ମୁମ୍ବାଇ: ବୁଧବାର ସକାଳେ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ NCP ନେତା ତଥା ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଅଧିକାଂଶ ବିମାନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ କାରଣ ଯାତ୍ରୀମାନଙ୍କର ବଞ୍ଚିବାର ସମ୍ଭାବନା କମ୍ ଥାଏ।…

Bomb Threat: ଗୁରୁଗ୍ରାମର ଏକାଧିକ ସ୍କୁଲକୁ ବୋମା ଧମକ, ହାଇ ଆଲର୍ଟରେ ପୋଲିସ-ପ୍ରଶାସନ

ଗୁରୁଗ୍ରାମ: ଦିଲ୍ଲୀ ସଂଲଗ୍ନ ଗୁରୁ ଗ୍ରାମର ଅନେକ ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିଛି। ଫଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ କହିଛି ଯେ ସୂଚନା ପାଇବା ପରେ ସ୍କୁଲ ପରିଚାଳନା, ପୋଲିସ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସତର୍କ ଅଛନ୍ତି। ପୋଲିସ ଅନୁଯାୟୀ ବିଭିନ୍ନ ସ୍କୁଲର ସରକାରୀ ଇମେଲ୍…

Ban on Odia Film ‘Pari’: ‘ପରୀ’ ଚଳଚ୍ଚିତ୍ର ନେଇ ଆପତ୍ତି ଉଠାଇଲେ ବାପା, ନିଖୋଜ ଝିଅ ଉପରେ ସିନେମା…

ନୟାଗଡ଼: ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ନିଖୋଜ ଶିଶୁକନ୍ୟା ପରୀର ବାପା ଅଶୋକ ସାହୁ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ପରୀ' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସ୍ମାରକପତ୍ରରେ ପିତା ଅଭିଯୋଗ କରିଛନ୍ତି…

ମୃତ୍ୟୁ ପୂର୍ବରୁ କ’ଣ ଥିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ ଶବ୍ଦ…

ମୁମ୍ବାଇ: ପୁଣେ ଜିଲ୍ଲାର ବାରାମତୀ ଅଞ୍ଚଳରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ସେ ବାରାମତୀରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା। ସେ ଏବଂ ବିମାନରେ ଥିବା ଅନ୍ୟମାନେ ମଧ୍ୟ ଏହି…

Politicians Lost Lives In Air Tragedies: ୭ ମାସ ପୂର୍ବେ ବିଜୟ ରୂପାନୀ… ଆଉ ଏବେ ଅଜିତ ପାୱାର……

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କର ଏହି ଅକାଳ ବିୟୋଗ ଏବେ ମହାରାଷ୍ଟ୍ର ରାଜନୀତିରେ ଶୋକର ଛାୟା ଖେଳାଇଛି। ଯାହା ଗତ ୭ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେବେ ଜଣେ ପ୍ରମୁଖ ନେତା ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।…

Parliament Budget Session: ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରୁଛି: ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ…

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା। ବନ୍ଦେ ମାତରମ ୧୫୦ ବର୍ଷ ପୂରଣ ଅବସରରେ ରାଷ୍ଟ୍ରପତି ସଂସଦରେ ସ୍ବତନ୍ତ୍ର ଆଲୋଚନା କରିଥିଲେ। ସେ କହିଛନ୍ତି, ଗତ ୧୦/୧୧ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ସଫଳତା…

ଟାଟା ଷ୍ଟିଲ ଫାଉଣ୍ଡେସେନ ପକ୍ଷରୁ ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ

ଢେଙ୍କାନାଳ: ଟାଟା ଷ୍ଟିଲ ଫାଉଣ୍ଡେସେନ, ଜାମସେଦପୁର କର୍କଟ ସୋସାଇଟି (jcs) ସହିତ ଟାଟା ଷ୍ଚିଲର ନିଜସ୍ୱ ହସ୍ପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (mtmh) ମାଧ୍ୟମରେ ଢେଙ୍କାନାଳରେ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

Ajit Pawar Death: ହାତଘଣ୍ଟା, ଚଷମାରୁ ଜଣାପଡିଲା ଅଜିତ୍ ପାୱାରଙ୍କ ପରିଚୟ, ବିମାନ ଦୁର୍ଘଟଣା ନେଇ ସାମ୍ନାକୁ ଆସିଲା…

ମୁମ୍ବାଇ: ବୁଧବାର ସକାଳେ ମହାରାଷ୍ଟ୍ରର ବାରାମତିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବିମାନ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅଜିତଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ବିଷୟରେ ଜାଣିବା…