ବିମାନରେ ଫଟା ସିଟ୍, ଏୟାରଲାଇନ୍ସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ବିମାନରେ ଫଟା ସିଟ୍, ଏୟାରଲାଇନ୍ସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଦିନ ଏୟାର ଇଣ୍ଡିଆରେ ଭୋପାଳ-ଦିଲ୍ଲୀ ବିମାନରେ ଯାତ୍ରା କରିଥିଲେ।
ସୂଚନା ଅନୁଯାୟୀ, ବିମାନରେ ତାଙ୍କୁ ଖରାପ ସିଟ୍ ଦିଆଯାଇଥିଲା। ଯାହାପରେ ସେ…