Latest Odisha News

BREAKING NEWS

କୋହଲିଙ୍କୁ ଗୁରୁମନ୍ତ୍ର ଦେଲେ ଗାଭାସ୍କର

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କର ଗୁରୁମନ୍ତ୍ର ଦେଇଛନ୍ତି । କୋହଲି ବାରମ୍ବାର ଅଫ ସାଇଡ ବଲ ଖେଳିବାକୁ ଚେଷ୍ଟା କରି ଆଉଟ ହୋଇଛନ୍ତି । ଗାଭାସ୍କର ପରାମର୍ଶ…

ଭାରତର ଏହି ବେଳାଭୂମିରେ ବାସ କରନ୍ତି ପ୍ରେତାତ୍ମା ! ​​

ଗୁଜୁରାଟ:ଭାରତରେ ଏପରି ଏକ ସମୁଦ୍ରକୂଳ ଅଛି ଯାହା ଅତ୍ୟନ୍ତ ଭୟଙ୍କର । ପ୍ରତିଦିନ ଏହି ସମୁଦ୍ର କୂଳକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି, କିନ୍ତୁ ସୂର୍ଯ୍ୟଅସ୍ତ ହେବା ମାତ୍ରେ ପର୍ଯ୍ୟଟକମାନେ ଏହି ସ୍ଥାନ ଛାଡି ଚାଲିଯାଇଥାନ୍ତି । କୁହାଯାଏ ଯେ, ଯେଉଁମାନେ ସମୁଦ୍ର କୂଳରେ ରାତିରେ ରହିବାକୁ…

ମହାମୁକାବିଲା ପୂର୍ବରୁ ପନ୍ତ ଅସୁସ୍ଥ

ଦୁୂବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଅସୁସ୍ଥ ହୋଇ ପଡିଛନ୍ତି । ଏବେ ଦଳ ନିକଟରେ କେଏଲ ରାହୁଲ ଏକମାତ୍ର ବିକଳ୍ପ ରହିଛନ୍ତି । ତେବେ ତାଙ୍କ…

ଏମ୍ସ ଭୁବନେଶ୍ୱରରେ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦଘାଟିତ 

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଯକୃତ (ଲିଭର) ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। ଏହା ଉନ୍ନତ ଯକୃତ ଯତ୍ନ କ୍ଷେତ୍ରରେ ଏକ ବିଶେଷ ସଂଭାବନା ସୃଷ୍ଟି କରିଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର…

କେନ୍ଦୁଝରରେ ପ୍ରଜାପିତା ବ୍ରହ୍ମକୁମାରୀ କାର୍ଯ୍ୟାଳୟକୁ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ 

କେନ୍ଦୁଝର: ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟ 'ସୁଖ ଶାନ୍ତି ସରୋବର'କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁନ୍ଦର, ଅଧ୍ୟାତ୍ମିକ ପୃଥିଵୀର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବାପାଇଁ…

ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚରେ ତ୍ରୁଟି; ଭୁଲରେ ଭାରତର ଜାତୀୟ ସଙ୍ଗୀତ ବଜାଇଲା ପାକ୍

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଲାହୋରରେ ଖେଳାଯାଉ ବେଳେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏହି ଗ୍ରାଉଣ୍ଡରେ ଏକ ମଜାଦାର ଘଟଣା ଘଟିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ…

ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ । ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ । ଶକ୍ତିକାନ୍ତଙ୍କ ନିଯୁକ୍ତିକୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍ । ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍…

କାହିଁକି ପବିତ୍ର ଗଙ୍ଗା, କଣ କହୁଛି ଧର୍ମଶାସ୍ତ୍ର

ଭୁବନେଶ୍ଵର: ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜୀବନରେ ଗଙ୍ଗା ନଦୀର ଏକ ବିଶେଷ ସ୍ଥାନ ରହିଛି । ଲୋକମାନେ ଗଙ୍ଗାକୁ ପବିତ୍ର ମନେ କରନ୍ତି ଏବଂ ଏହାକୁ ପୂଜା କରନ୍ତି । ଏପରିକି ଏହାର ତୁଳନା ଅମୃତ ସହ କରାଯାଇଥାଏ । ଏଭଳି ବି ମାନ୍ୟତା ରହିଛି ଗଙ୍ଗା ଜଳରେ ଅନେକ ରୋଗକୁ ଦୂର କରିବାର…

ମହାକୁମ୍ଭରେ ଅନନ୍ୟ ଦୃଶ୍ୟ, ବାବାଙ୍କ ପିଠିରେ ଆଖି ପରୀକ୍ଷା..

ପ୍ରୟାଗରାଜ: ୧୪୪ ବର୍ଷ ପରେ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ସେଠି ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ । ଦେଶର କୋଣ କୋଣରେ ରହୁଥିବା ଏହି ନାଗା ବାବାମାନେ କେବଳ କୁମ୍ଭମେଳାରେ ପ୍ରୟାଗରାଜ ଆସନ୍ତି । ସେମାନଙ୍କ ଗୁଣ, ଗାରିମା ଏବଂ ସାଧନା ବିଷୟରେ ଜାଣିବା ପାଇଁ ଉତ୍ସୁକତା…

କାହିଁକି ନିଜ ନାମ ବଦଳାଇଥିଲେ ପଙ୍କଜ୍ ତ୍ରିପାଠୀ, ଅଭିନେତା କଲେ ବଡ଼ ଖୁଲାସା

ମୁମ୍ବାଇ: ପଙ୍କଜ ତ୍ରିପାଠୀ ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ 'ପଙ୍କଜ ତ୍ରିପାଠୀ'ଙ୍କ ପ୍ରକୃତ ନାମ 'ପଙ୍କଜ ତିୱାରୀ'। ସେ ନିଜର ଭାଗ୍ୟ ବଦଳାଇବା ପାଇଁ ନିଜର ଉପନାମ ପରିବର୍ତ୍ତନ କରିଥିଲେ। ବିହାରର ଗୋପାଳଗଞ୍ଜରୁ ଆସିଥିବା ପଙ୍କଜଙ୍କୁ…