Latest Odisha News

BREAKING NEWS

ଗିଲ ହେବେ କି ଭାରତର ଅଧିନାୟକ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତର ଷ୍ଟାର ଖେଳାଳି ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ମୁକାବିଲାରେ ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଦିନିକିଆ କ୍ରିକେଟରେ ଗିଲଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଟେଷ୍ଟ ଏବଂ ଟି୨୦ ତୁଳନାରେ…

ଲୁଣ ଦେବ ଚେହେରାରେ ଚମକ!

ଭୁବନେଶ୍ବର:ଦାଗହୀନ ଏବଂ ଉଜ୍ଜଳ ଚେହେରା କାହାକୁ ଅବା ପସନ୍ଦ ନୁହେଁ । ଆପଣ ଜାଣିଛନ୍ତି କି!  ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣଙ୍କ ଚେହେରାରେ ଚମକ ଆଣିପାରିବେ । ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ .. - ଲୁଣ,ଅଲିଭ ତେଲ, ଲାଭେଣ୍ଡର୍ ତେଲକୁ ନେଇ ଗୋଟିଏ ମିଶ୍ରଣ…

ଆଜିଠାରୁ iPhone 16eର ପ୍ରି-ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆପଣ ଆଜି ସନ୍ଧ୍ୟା ୬:୩୦ରୁ ଆପଲର ଲାଟେଷ୍ଟ ଆଇଫୋନ୍ 16e ମଡେଲ୍ ର ପ୍ରି-ବୁକ୍ କରିପାରିବେ । ଏହି ଫୋନର ଡେଲିଭରି ୨୮ ଫେବୃଆରୀରୁ ଆରମ୍ଭ ହେବ। iPhone16eକୁ ବ୍ଲାକ୍ ଏବଂ ହ୍ବାଇଟ୍ କଲର ଅପ୍ସନରେ ଲଞ୍ଚ କରାଯାଇଛି । iPhone 16e ଭାରତରେ ପ୍ରାରମ୍ଭିକ ମୂଲ୍ୟରେ ୫୯,୯୦୦…

ମାଣ୍ଡିଆରୁ ତିଆରି ହେବ ମଦ, ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

ଭୁବନେଶ୍ଵର: ଏଣିକି ମାଣ୍ଡିଆରୁ ତିଆରି ହେବ ମଦ । ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ବୈଠକରେ ଭଲ ବ୍ରାଣ୍ଡର ବିଦେଶୀ ମଦ…

ଯୋଗୀଙ୍କୁ ଗାୟକ ବିଶାଲ ଦେଲେ ଖୋଲା ଚାଲେଞ୍ଜ; କହିଲେ, ମହାକୁମ୍ଭର ପାଣି ପିଇକି ଦେଖାନ୍ତୁ…

ମୁମ୍ବାଇ: ଗାୟକ ଏବଂ ସଂଗୀତଜ୍ଞ ବିଶାଲ ଦଦଲାନି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ବିଶାଲ ଦଦଲାନି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଥିଲେ, ଯେଉଁଥିରେ ସେ ମହାକୁମ୍ଭ ଜଳରେ ଥିବା ଜୀବାଣୁ…

ମହାକୁମ୍ଭ ନିଶା, ବୁଢି ମା’କୁ ଘରେ ତାଲା ପକାଇ ପଳାଇଲେ ପୁଅ ବୋହୁ

ରାଞ୍ଚି: ପ୍ରୟାଗରାଜ ମହାକୁମ୍ଭ ଚାଲିଥିବା ବେଳେ ପ୍ରତ୍ୟକ ଦିନ ସାମ୍ନାକୁ ଆସୁଛି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା । ସେଥିମଧ୍ୟରୁ କିଛି ଘଟଣା ରୋଚକ ଜନକ ଥିବା ବେଳେ କିଛି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରୁଛି । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ମଧ୍ୟ କହିବେ ଏପରି…

ଏଥିପାଇଁ ଅଲଗା ହେଲେ ଚହଲ– ଧନଶ୍ରୀ….

ନୂଆଦିଲ୍ଲୀ: ସବୁ ଚର୍ଚ୍ଚା ଉପରେ ଏବେ ବିରାମ ପଡିଛି । ସତରେ ବନ୍ଧନରୁ ମୁକ୍ତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା । ମାସ ମାସ ଧରି ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ଖବର ଘୁରି ବୁଲିବା ପରେ ଏବେ ଉଭୟ ବିବାହ ବିଚ୍ଛେଦ ପାଇଁ…

ସାମ୍ନାକୁ ଆସିଲା ବଡ ସତ: ସମ୍ଭଲ ହିଂସାକାଣ୍ଡରେ ଦୁବାଇ ଲିଙ୍କ୍

ଭୁବନେଶ୍ବର: ୨୪ ନଭେମ୍ବର ୨୦୨୪, ଉତ୍ତରପ୍ରଦେଶ ସମ୍ଭଲରେ ଘଟିଥିବା ବଡ ହିଂସା ସମ୍ପର୍କରେ ଏକ ବଡ଼ ଖୁଲାସା ଏବେ ସାମ୍ନାକୁ ଆସିଛି । ଗତକାଲି ୟୁପି ପୋଲିସ ଏହି ହିଂସାକାଣ୍ଡ ନେଇ ଏକ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ପୋଲିସର କହିବା ଅନୁଯାୟୀ, ସମ୍ଭଲ ହିଂସାରେ ଦୁବାଇର…

କ’ଣ ପିନ୍ଧିବେ ତାଜିକିସ୍ତାନ ମହିଳା…ନିଷ୍ପତ୍ତି ନେବେ ସରକାର

ନୂଆଦିଲ୍ଲୀ: ମୁସଲିମ ବହୁଳ ତାଜିକିସ୍ତାନରେ ମହିଳାଙ୍କ ଜାତୀୟ ପୋଷାକ ଅପଡେଟ୍ କରାଯାଇଛି। ବୁଧବାର ପୋଷାକ ନେଇ ନୂଆ ଅପଡେଟ୍ ଆସିଥିବା ବେଳେ ଏନେଇ ଏକ ବହିରେ ପ୍ରକାଶ କରାଯିବ । ଫଳରେ ଘରେ ଓ ସାର୍ବଜନୀନ ସ୍ଥାନରେ କେଉଁ ପୋଷାକ ପିନ୍ଧିବେ, ସେନେଇ ଜାଣିପାରିବେ ମହିଳା । ମଧ୍ୟଏସୀୟ ଦେଶ…

ଆମେରିକା ପରେ ଭାରତରେ ଖୋଲିଲା ଗୁଗୁଲର ସବୁଠୁ ବଡ ଅଫିସ୍; ରହିଛି ଏହି ସବୁ ସୁବିଧା

ବେଙ୍ଗାଲୁରୁ: ପ୍ରସିଦ୍ଧ ଟେକ୍ କମ୍ପାନୀ ଗୁଗୁଲ୍ ଭାରତରେ ତାର ଏକ ନୂଆ ଅଫିସ୍ ଖୋଲିଛି । ଏହି ଅଫିସ୍ ବୁଧବାର ଦିନ ଉଦଘାଟନ କରାଯାଇଥିଲା । ଗୁଗୁଲ୍ ଏହି ଅଫିସର ନାମ 'ଅନନ୍ତା' ରଖିଛି । ଏହି ନୂଆ ଅଫିସ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅବସ୍ଥିତ । ଆମେରିକା ପରେ ଗୁଗୁଲର ଏହା ପ୍ରଥମ…