ସପ୍ତାହକୁ ୭୦ ଘଣ୍ଟା କାମକୁ ନେଇ ସୁଧା ମୂର୍ତ୍ତିଙ୍କ ପ୍ରତିକ୍ରିୟା; ଅନେକ କ୍ଷେତ୍ରରେ ଲୋକେ ୯୦ ଘଣ୍ଟା କାମ କରନ୍ତି
ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାମ କରିବା ମନ୍ତବ୍ୟ ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ପତ୍ନୀ ସୁଧା ମୂର୍ତ୍ତି।
ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି କହିଛନ୍ତି ଯେ ସଫଳତା ପାଇଁ କୌଣସି…