ରାଜରାସ୍ତାରେ ଆତଙ୍କ ଖେଲାଇଲେ ଦୁର୍ବୃତ୍ତ, ବୁଲା କୁକୁରଙ୍କୁ ହାଣିଲେ
ବ୍ରହ୍ମପୁର: କୁକୁରକୁ ହାଣି ଆତଙ୍କ ଖେଳାଇଲେ ୮ ଦୁର୍ବୃତ୍ତ । ଟାଉନ ଥାନା ଗାନ୍ଧୀନଗର ଲାଇନ-୭ରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ । କୁକୁରକୁ ଜଣଙ୍କ ପରେ ଜଣେ ହାଣିବାର ଭିଜୁଆଲ ସିସିଟିଭିରେ କଏଦ୍ । ତେବେ କାହିଁକି ରାସ୍ତାରେ ଶୋଇଥିବା କୁକୁରକୁ ହାଣିଲେ ସେନେଇ କୌଣସି ସୁଚନା ମିଳିପାରିନାହିଁ ।…