Latest Odisha News

BREAKING NEWS

ଅଧିକ ଗରମରୁ ହୋଇପାରେ ହାର୍ଟ ଆଟାକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ ଯାଉଥିବା ଜାଣିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନ ସହିତ…

ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା

ଭୁବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା…

୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ: ଜ୍ୟୋତିଷ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, ଗର୍ଭବତୀ ମହିଳାଙ୍କ ପାଇଁ ସତର୍କତା

ଭୁବନେଶ୍ୱର: ସୂର୍ଯ୍ୟ ଗ୍ରହଣ ଜ୍ୟୋତିଷ ଶାସ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚିତ ହୋଇଥାଏ, ଯାହାର ପ୍ରଭାବ ଦେଶ-ଦୁନିଆର କାର୍ଯ୍ୟକଳାପ ଏବଂ ୧୨ଟି ରାଶି ଉପରେ ପଡ଼ିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟ ଦେଇ ଗତି କରିଥାଏ, ସେହି ସମୟରେ ସୂର୍ଯ୍ୟଙ୍କ ଆଲୋକ…

ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବେ ‘ବିନୋଦ ଶୁକ୍ଳା’

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପାଇବାକୁ ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ତଥା ଲେଖକ ବିନୋଦ ଶୁକ୍ଳା ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଛତିଶଗଡ଼ର ପ୍ରଥମ ଲେଖକ । ଏହି ପୁରସ୍କାର ସହିତ ନଗଦ ୧୧ ଲକ୍ଷ ଟଙ୍କା,…

ପରିସୀମନ…ପରିଚୟକୁ ବଡ଼ ବିପଦ !

ନୂଆଦିଲ୍ଲୀ: ପରିସୀମନକୁ ନେଇ ଦକ୍ଷିଣରୁ ହୁଙ୍କାର । ଗୋଟିଏ ମଞ୍ଚରେ ବିରୋଧୀ ଏକାଠି । ବିପଦରେ ପଡିପାରେ ପରିଚୟ । ପରିସୀମନକୁ ନେଇ ବର୍ଷିଲେ ଷ୍ଟାଲିନ, ନବୀନ, ରେଓ୍ବନ୍ତ । ଲୋକସଭା ସିଟର ପ୍ରସ୍ତାବିତ ପରିସୀମନକୁ ନେଇ ଚେନ୍ନାଇ ବୈଠକରେ ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ରକୁ ଟାର୍ଗେଟ୍…

ସାବୁନ ବିନା ଗାଧୋଇଲେ କ’ଣ ହୁଏ? ଜାଣନ୍ତୁ ଏହାର ଲାଭ ଓ କ୍ଷତି

ଭୁବନେଶ୍ୱର: ଯଦି ଆପଣ ବିନା ସାବୁନରେ ସବୁଦିନ ଗାଧୋଉଛନ୍ତି, ତେବେ କ'ଣ ହେବ ? ସେହିଭଳି ଯଦି ଆପଣ ସବୁଦିନ ସାବୁନ ବ୍ୟବହାର କରୁଛନ୍ତି, ତେବେ କ’ଣ ହେବ? ଏହି ପ୍ରଶ୍ନ ସାମାନ୍ୟ ହେଲେ ବି ସମସ୍ତଙ୍କ ମନରେ ଥରେ ନା ଥରେ ଆସିଥାବ। ଯଦି ଆପଣ ମଧ୍ୟ ଏପରି କିଛି ଭାବୁଛନ୍ତି, ତେବେ ଏହି ପ୍ରଶ୍ନର…

ଆରମ୍ଭ ହେଲା ଆଇପିଏଲ: ଶାହାରୁଖଙ୍କ ସହ ନାଚିଲେ କୋହଲି

କୋଲକାତା: ବର୍ଣ୍ଣାଢ଼୍ୟ ପରିବେଶରେ ଆଇପିଏଲର ୧୮ତମ ସଂସ୍କରଣ କୋଲକାତାର ଇନେଡଗାର୍ଡେନରେ ଆରମ୍ଭ ହୋଇଯାଇଛି । ଏହା ପରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ମଧ୍ୟ ଆରମ୍ଭ ହୋଇଯାଇଛି । କେକ କଟାଯିବା ପରେ ଆତସବାଜି କାର୍ଯ୍ୟକ୍ରମ ମାଧ୍ୟମରେ…

ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲରେ ବାହାରିଲା ନାଗ ସାପ, ଆଉ ତାପରେ..

ଭୁବନେଶ୍ୱର:  ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲ ନଂ ୨ ବା ଗୋଦାବରୀଶ ଛାତ୍ରାବାସରେ ବାହାରିଲା ନାଗ ସାପ। ନାଗ ସାପ ଦେଖି ଭୟରେ ସମସ୍ତ ଛାତ୍ର। ସୂଚନା ଅନୁସାରେ ଜଣେ ଛାତ୍ର ପରିସ୍ରା କରିବା ପାଇଁ ଗାଧୁଆ ଘର ଭିତରେ ପଶିବା ବେଳକୁ ଏକ ନାଗ ସାପ ପାଣି ନଳା ପାଖରେ ଥିବା କାଲି ଭିତରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଫେରାର ଅଧ୍ୟାପକ

ଯାଜପୁର: ଜେଲ ଗଲେ ଫେରାର ଅଧ୍ୟାପକ। ବରୀ ଅଧିନସ୍ଥ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଜୈନେକ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ବିଦ୍ୟାଧର ଧଳକୁ ପୋଲିସ ଗୁଜୁରାଟର ସୁରଟରୁ ଗିରଫ କରିଛି। ଏକ ସ୍ୱତନ୍ତ୍ର ଟିମ ସହାୟତାରେ ଗିରଫ କରି ଆଜି ଯାଜପୁର ଏସଡିଜିଏମ କୋର୍ଟରେ ହାଜର…

ବଜେଟ୍ ଫ୍ରେଣ୍ଡଲି ଟପ୍ ଇଲେକ୍ଟ୍ରିକ୍ ବାଇକ୍ ଲିଷ୍ଟ..

ଭୁବନେଶ୍ବର: ଭାରତୀୟ ବଜାରରେ ବୈଦ୍ୟୁତିକ ଯାନର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଶେଷକରି ଦୁଇ ଚକିଆ ଯାନର ବିକ୍ରୟ ପ୍ରତି ମାସରେ ଭଲ ରହିଥାଏ । ଯଦିଓ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ଅଧିକ, କିନ୍ତୁ ଅନେକ ଲୋକ ଇଲେକ୍ଟ୍ରିକ୍ ବାଇକ୍ କିଣିବାକୁ ପସନ୍ଦ କରନ୍ତି । ଯଦି ଆପଣ…