Latest Odisha News

BREAKING NEWS

ଦିନିକିଆ କ୍ରିକେଟ ସିରିଜ: ୪୨ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ ସୁଇପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜରେ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଛି । ୪୨ ବର୍ଷ ପରେ ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ୧୯୮୩ରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଥିଲା । ତୃତୀୟ ଦିିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ…

ଏଣିକି ୪୪ ତହସିଲ ଅଫିସରେ ଜମି କିଣାବିକା…

ଭୁବନେଶ୍ୱର: ଜମି ପଞ୍ଜିକରଣ ସେବାକୁ ଆହୁରି ସରଳ ଓ ସୁବିଧାଜନକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ତହସିଲ କାର୍ଯ୍ୟାଳୟରେ ଜମି କ୍ରୟ ଏବଂ ବିକ୍ରୟ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଯୋଜନା ଦ୍ବାରା ଲୋକମାନେ ସହଜରେ ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ…

ଦିନିକିଆ ସିରିଜ: ୪୨ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ ସୁଇପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଛି । ୪୨ ବଷ; ପରେ ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ୧୯୮୩ରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଥିଲା । ତୃତୀୟ ଦିିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୦.୨…

୨୦୨୬ରେ ବଲାଙ୍ଗିରରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ହାଫ୍ ମାରାଥନ

ଭୁବନେଶ୍ବର: ୨୦୨୬ ମସିହା ଫେବୃଆରୀ ୧ ତାରିଖରେ ବଲାଙ୍ଗିର ଠାରେ ଜାତୀୟ ସ୍ତରୀୟ ହାଫ୍ ମାରାଥନ ଦୌଡ଼ ଆୟୋଜିତ ହେବ। ଏହି ଘୋଷଣା ୩୧ ଅକ୍ଟୋବର ୨୦୨୫ ରେ ବଲାଙ୍ଗିର ସହରରେ ହୋଇଥିବା ଏକ ଉଦ୍ଘାଟନୀ ସଭାରେ କରାଯାଇଥିଲା। ସଭାରେ ଉପସ୍ଥିତ ଥିଲେ ସହାୟକ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର,…

ପ୍ରଫେଶନାଲ ଟେନିସରୁ ଅବସର ନେଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପ୍ରଫେଶନାଲ ଟେନିସରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ଘଟିଛି । ପ୍ୟାରିସ ମାଷ୍ଟର୍ସ ୧୦୦୦ରେ ସେ ଶେଷ ଥର ପାଇଁ ଆଲେକଜାଣ୍ଡର ବୁବଲିକଙ୍କ ସହ ଖେଳିଥିଲେ । ଚଳିତ ବର୍ଷ ବୋପାନ୍ନା ସବୁଠାରୁ…

Mahendragiri Reopen: ପୁଣି ଖୋଲିଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରି

ଗଜପତି: ବାତ୍ୟା ମୋନ୍ଥାର ପ୍ରଭାବ ସମ୍ପୂର୍ଣ୍ଣ କମିବା ପରେ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଥରେ ଖୋଲିଛି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ । ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ଼…

ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ: ବାକିଥିବା ୩ଟି ମ୍ୟାଚରେ ଖେଳିବେନି ଏହି ଷ୍ଟାର ବୋଲର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆକୁ ନାକେଦମ କରିଥିବା ଜୋଶ ହାଜେଲଉଡ ବାକି ୩ଟି ମ୍ୟାଚରେ…

China Gives Iran Missile Boost: ଗର୍ଜୁଛନ୍ତି ଟ୍ରମ୍ପ, ନାକ ତଳେ ଚାଲିଛି ଚୀନ-ଇରାନ ଦୋସ୍ତି

ନୂଆଦିଲ୍ଲୀ: ଏପଟେ ଗର୍ଜୁଛନ୍ତି ଟ୍ରମ୍ପ...ପରମାଣୁ ରାଷ୍ଟ୍ର ହୋଇପାରିବନି ଇରାନ...ସେପଟେ ନାକ ତଳେ ବନ୍ଧୁତା ନିଭାଉଛି ଚୀନ...ଏପଟେ ଟ୍ରମ୍ପଙ୍କ ହାତରେ ହାତ ମିଳେଇ...ଅନ୍ୟ ହାତରେ ଇରାନକୁ ଯୋଗାଉଛି ଯୁଦ୍ଧାସ୍ତ୍ର... ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି…

କାମରୁ ଫେରିବା ବେଳେ ସୋନପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଟକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ କଲେଜ କ୍ୟାମ୍ପସ ପଛରେ ଜଣେ ଯୁବତୀଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ବୀରମହାରାଜପୁର ଥାନା ଅଧୀନ ଧର୍ମଶାଳା ଅଞ୍ଚଳରେ ମହିଳା ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।…

Men’s Junior Hockey World Cup: ପାକିସ୍ତାନ ସ୍ଥାନରେ ସାମିଲ ହେଲା ଓମାନ

ନୂଆଦିଲ୍ଲୀ: ୨୮ ନଭେମ୍ବରରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବ FIH ପୁରୁଷ ଜୁନିଅର ବିଶ୍ୱକପ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଓହରିଯିବା ପରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିଶ୍ଚିତ କରିଛି ଯେ FIH ପୁରୁଷ ଜୁନିୟର ବିଶ୍ୱକପରେ…