କୋଲକାତାରେ ଜଣେ ମହିଳା HCov ସଂକ୍ରମିତ
କୋଲକାତା: କୋଲକାତାର ଗାରିଆ ଅଞ୍ଚଳର ଜଣେ ୪୬ ବର୍ଷୀୟା ମହିଳା ହ୍ୟୁମାନ୍ କରୋନାଭାଇରସ୍ (HCoV-HKU1)ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହିଳା ଜଣକ ଗତ ୧୫ ଦିନ ଧରି ଜ୍ୱର, କାଶ ଏବଂ ଥଣ୍ଡାରେ ପୀଡିତ ଥିଲେ।
ଯାହା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ…