Latest Odisha News

BREAKING NEWS

ମହରଙ୍ଗ ବଲୁଚ କିଏ…ଯାହା ପାଇଁ ହଜିଛି ପାକ୍ ସେନାର ନିଦ

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚସ୍ତାନରେ ଲମ୍ବା ସମୟ ଧରି ଅଶାନ୍ତି ଲାଗି ରହିଛି । ପାକ୍ ସରକାର ବିରୋଧରେ ବର୍ଷ ବର୍ଷ ଧରି ବଲୁଚିସ୍ତାନରେ ବିରୋଧର ସ୍ବର ଉଠିଛି । ନିକଟରେ ଟ୍ରେନ୍ ଅପହରଣ ସହ ପାକ୍ ସେନା ଉପରେ ଗୋଟେ ପରେ ଗୋଟେ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି ବଲୁଚ ଲିବରେସନ୍ ଆର୍ମି…

ଏପ୍ରିଲରେ ଏହି ସ୍ଥାନକୁ ବୁଲିଯିବାକୁ କରନ୍ତୁ ପ୍ଲାନ୍, ସ୍ମରଣୀୟ ରହିବ ଟ୍ରିପ୍..

ନୂଆଦିଲ୍ଲୀ: ବୁଲିବାକୁ କାହାକୁ ବା ଭଲ ନ ଲାଗେ । ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି କିଛି ଦିନ ବାହାରେ ବୁଲି ଆସିଲେ ମନର ସବୁ ଅବସଦା ଦୂର ହୋଇଥାଏ । ତେବେ ଯଦି ଆପଣ ପରିବାର କିମ୍ବା ବନ୍ଧୁମାନଙ୍କ ସହିତ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି, ଏପ୍ରିଲ ମାସ ସର୍ବୋତ୍ତମ ସମୟ ।…

ରାଜ୍ୟରେ ୨ହଜାରରୁ ଅଧିକ ଗାଁରେ ନାହିଁ ମୋବାଇଲ ସେବା

ଭୁବନେଶ୍ବର: ଏବେକା ଡିଜିଟାଲ ଯୁଗରେ, ରାଜ୍ୟରେ ଏମିତି କିଛି ଗାଁ ରହିଛି, ଯେଉଁଠି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଲୋକେ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଓଡ଼ିଶାରେ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ…

ଘୁଞ୍ଚିଲା ତାରିଖ, ଏହି ଦିନ ରିଲିଜ ହେବ  ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’

ମୁମ୍ବାଇ: ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଆସୁଛନ୍ତି ବରୁଣ ଧାୱନ୍ ଏବଂ ଜାହ୍ନବୀ କପୁର । ଚଳିତବର୍ଷ ରିଲିଜ୍ ହେବାକୁ ଯାଉଛି ବରୁଣ-ଜାହ୍ନବୀ ଅଭିନୀତ କମେଡି ଫିଲ୍ମ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମଟି…

Grok AI ସହିତ ମଜା କରୁଛନ୍ତି ଭାରତୀୟ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ସବୁ ପ୍ରଶ୍ନ…

ନୂଆଦିଲ୍ଲୀ: ଏଲୋନ୍ ମସ୍କ ୟୁଜର୍ସଙ୍କ ପାଇଁ ଗ୍ରୋକ୍ ଏଆଇ ଟୁଲ୍ ତିଆରି କରିଛନ୍ତି। ସମ୍ପ୍ରତି ଯେତେବେଳେ ଜଣେ ୟୁଜର୍ସ ଏହି ଏଆଇକୁ ଏକ ପ୍ରଶ୍ନ ପଚାରିଲେ। ଗ୍ରୋକ୍ ପ୍ରଶ୍ନର ଉତ୍ତର ଦେବା ସମୟରେ ଅପଶବ୍ଦ ବ୍ୟବହାର କରିବା ଆରମ୍ଭ କଲା। ଅର୍ଥାତ୍ ଗାଳିଗୁଲଜ କରିବା ଆରମ୍ଭ କଲା। ଏହା ପରେ ଲୋକେ…

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆକାଉଣ୍ଟାଣ୍ଟ ଫିରୋଜ ଖାନଙ୍କୁ ଧରିଛି ଭିଜିଲାନ୍ସ। ସ୍କୁଲ ୟୁନିଫର୍ମ ପାଇଁ…

ମୋଦିଙ୍କ ସହ ସାକ୍ଷାତକାର କରିବାକୁ ୪୫ ଘଣ୍ଟାର ଉପବାସ ରଖିଥିଲେ ଲେକ୍ସ ଫ୍ରିଡମ୍ୟାନ

ନୂଆଦିଲ୍ଲୀ: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଆନ୍ତର୍ଜାତୀୟ ପୋଡକାଷ୍ଟରେ ପାଖାପାଖି ତିନି ଘଣ୍ଟା ଧରି ମୋଦିଙ୍କ ସହ ଆଲୋଚନା କରିଥିଲେ ଲେକ୍ସ । ଯେଉଁଥିରେ ମୋଦିଙ୍କ…

ମାତା ବୈଷ୍ଣୋ ଦେବୀ ମନ୍ଦିରରେ ମଦ୍ୟପାନ; ଓରି ଓ ଅନ୍ୟ ୭ ଜଣକ ବିରୋଧରେ ଏଫଆଇଆର

ମୁମ୍ବାଇ: ଜମ୍ମୁ ଏବଂ କାଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରର ବେସ୍ କ୍ୟାମ୍ପ କଟରାସ୍ଥିତ ଏକ ହୋଟେଲରେ ମଦ୍ୟପାନ କରିବା ଯୋଗୁଁ ଓରି ଏବଂ ଅନ୍ୟ ସାତ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଜମ୍ମୁ ଓ କାଶ୍ମୀର ପୋଲିସ ଯେଉଁ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସେମାନଙ୍କ…

ପରଲୋକରେ ଦେବେନ୍ଦ୍ର, ଶେଷ ଦର୍ଶନ କଲେ ମୋଦୀ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଦେହାନ୍ତ ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ…

ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ପାସପୋର୍ଟ ସରେଣ୍ଡର କରିବାକୁ ହାଇକୋର୍ଟଙ୍କ ସର୍ତ୍ତ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ହଂସିତା-ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଲା। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ। ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ…