Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଇ-ବସ୍ ଯୋଜନାରେ ଚାଲିବ ୪୦୦ ବସ୍

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଇବସ୍ ଯୋଜନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦୦ ଇ-ବସ୍ ଚାଲିବ । ୧୦ ଲକ୍ଷ ମହିଳାଙ୍କୁ ତାଲିମ ଦିଆଯିବ । ଦେଢଲକ୍ଷ ସରକାରୀ ଚାକିରୀ ସୃଷ୍ଟି କରାଯିବ । ଆଜି ବଜେଟ ଅଧିବେଶନରେ ନିଜ ଅଭିଭାଷଣରେ କିଛି ଏପରି ସୂଚନା ରଖିଛନ୍ତି ରାଜ୍ୟପାଳ ହରିବାକୁ କମ୍ଭମପାଟି ।…

ଆଜିବି ରେଡିଓକୁ ପସନ୍ଦ କରୁଛନ୍ତି ଲୋକେ…

ଭୁବନେଶ୍ଵର: ଆଜି ରେଡିଓ ଦିବସ  । ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତା ପାଇଁ କୋଟି କୋଟି ଲୋକଙ୍କ ପସନ୍ଦ ହୋଇଛି ରେଡିଓ ।  ଶ୍ରୋତାଙ୍କ ହୃଦୟରେ ବର୍ଷ ବର୍ଷ ଧରି ରହିଛି ରେଡିଓ ।  ରେଡିଓ ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଜଣେ ଶ୍ରୋତା ପହଞ୍ଚେ  ଭିନ୍ନ ଦୁନିଆରେ, ଯେଉଁଠି ଥାଏ ତାଜା…

‘୨୦୪୭ ସୁଦ୍ଧା ବିକଶିତ ଭାରତରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଓଡ଼ିଶା’

ଭୁବନେଶ୍ବର: ବିକଶିତ ଭାରତରେ ସଡିଶାର ପ୍ରମୁଖ ଭୂମିକା ରହିବ । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ଗ୍ରହଣ ବୋଲି ଆଜି ବଜେଟ ଅଧିବେଶନରେ ନିଜର ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାର୍ଟି । ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଅଧିବେଶନ…

ଚାମ୍ପିଅନ୍ସ ଟ୍ରଫିରେ ସ୍ଥାନ ପାଇଲେ ଶିଖର ଧାୱନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ଏବେ ଚର୍ଚ୍ଚାରେ । ଏଥର ସେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସ୍ଥାନ ପାଇଛନ୍ତି । ତେବେ ସେ ଜଣେ ଖେଳାଳି ଭାବରେ ନୁହେଁ, ଚାମ୍ପିଅନ୍ସ ଟ୍ରଫି ଲାଗି ଆଇସିସି ଆମ୍ବାସାଡର ଭାବେ ତାଙ୍କୁ ନିଯୁକ୍ତ କରିଛି । ସୂଚନାଥାଉକି,ଫେବୃଆରୀ ୧୯ରୁ…

ପାଖେଇ ଆସିଲାଣି ପରୀକ୍ଷା, ଏମିତି କରନ୍ତୁ ପ୍ରସ୍ତୁତି

ଭୁବନେଶ୍ଵର: ପାଖେଇ ଆସିଲାଣି ବୋର୍ଡ ପରୀକ୍ଷା । ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାର ପ୍ରସ୍ତୁତି ସରିବା ଉପରେ । ବର୍ତ୍ତମାନ ପରୀକ୍ଷାର୍ଥୀଙ୍କ ମନରେ ଆଶା, ଆଶଙ୍କା, ଆକାଂକ୍ଷା, ଭୟ ଓ ଉଦବେଗର ଏକ ମିଶାମିଶି ଅବସ୍ଥା ରହିଥିବ ନିଶ୍ଚୟ । ତେବେ ଏସବୁର ସମନ୍ଵୟ ରକ୍ଷା କରି ନିଜକୁ ପରିସ୍ଥିତିର…

କିସ୍ ଡେ: କିସ୍ କରିବା ଦ୍ୱାରା ଶରୀରକୁ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା

ଭୁବନେଶ୍ଵର: ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହର ସପ୍ତମ ଦିନ ଅର୍ଥାତ କିସ୍‌ ଡେ’। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନ ବେଶ୍‌ ଖାସ। ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ ପରସ୍ପରକୁ କିସ୍‌ କରିଥାନ୍ତି। ଆପଣ ଜାଣନ୍ତି କାହିଁକି ଏହି ଡେ’ ପାଳନ ହେଉଛି?…

ରାୟଗଡାରେ କୃଷି ପାଇଁ ନୂତନ ଜୀବନ ଆଣିଛି ୟୁଏଆଇଏଲ୍‌ ‘ପ୍ରୋଜେକ୍ଟ ନୀର’

ଭୁବନେଶ୍ୱର: ରାୟଗଡା ଜିଲ୍ଲାର ହାଡିଗୁଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା କୁଗୁପୁଟ ଗ୍ରାମ ଜଳାଭାବକୁ ନେଇ ଦୀର୍ଘକାଳରୁ ସଂଘର୍ଷ କରିଆସୁଥିଲା। ଏହି ଗ୍ରାମର କୃଷକମାନେ ବୃଷ୍ଟିପୁଷ୍ଟ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ ଥିଲେ। ଅନିୟମିତ ବର୍ଷା ପାଇଁ ଶଙ୍କାରେ ରହୁଥିଲେ ଏଠାକାର ଚାଷୀ। ଏହି…

କଂଗ୍ରେସ ନେତା ନିରଞ୍ଜନଙ୍କ ଘରୁ ଚୋରି ମାମଲା: ଧରାପଡିଲା ଚୋର

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ୧୯ ଦିନ ପରେ ଧରାପଡିଲା ଚୋର। ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଚୋରକୁ ଧରିଛି ନୟାପଲ୍ଲୀ ପୋଲିସ। ଅଭିଯୁକ୍ତକୁ ଏବେ ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା…

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ଏକକାଳୀନ ୭ଟି ସ୍ଥାନରେ ରେଡ

କୋରାପୁଟ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଛି। କୋରାପୁଟ କୋଟପାଡ଼ ବ୍ଳକ ଆକାଉଣ୍ଟାଣ୍ଟ…

ଦୁଇ ଦିନିଆ ଆମେରିକା ଗସ୍ତରେ ମୋଦି: ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ୱାଶିଂଟନ: ଫ୍ରାନ୍ସ ଗସ୍ତ ସାରି ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ୱାସିଟନ୍ ଡିସିରେ ପହଞ୍ଚିଛନ୍ତି ମୋଦି। ବିମାନବନ୍ଦରରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଆଜି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।…