ଶିକ୍ଷକ ଅପହରଣ ଘଟଣାରେ ୩ ଗିରଫ, ଶିକ୍ଷକ ଉଦ୍ଧାର
ମୟୂରଭଞ୍ଜ: ବହୁ ଚର୍ଚ୍ଚିତ ଶିକ୍ଷକ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ପୁଲିସ ଅପହରଣ କରାଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତ ସୌଭାଗ୍ୟ ଦାସ, ପ୍ରଭାତ କୁମାର ମହାନ୍ତି ଓ ବ୍ରହ୍ମାନନ୍ଦ ନାଏକଙ୍କୁ ପୁଲିସ ଅଟକ…