Latest Odisha News

BREAKING NEWS

‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ

ନୂଆଦିଲ୍ଲୀ: ବିଶ୍ୱ ଏବେ ଏକ ବଡ଼ ଧରଣର ଯୁଦ୍ଧ ଆଡ଼କୁ ଗତି କରୁଛି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 'ବିରାଟ ଶକ୍ତି'ର ଚେତାବନୀ, ଅନ୍ୟପଟେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି। ଆମେରିକାର ବିଶାଳ ନୌସେନା ବାହାରିଛି…

ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…

ନୂଆଦିଲ୍ଲୀ: ପ୍ରସିଦ୍ଧ ଭାରତୀୟ ସାମ୍ବାଦିକ ତଥା ଲେଖକ ମାର୍କ ଟୁଲିଙ୍କର ରବିବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସତୀଶ ଜାକବ ସୂଚନା ଦେଇଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତେବେ ସେ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ଗତ…

ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ…

ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ

ଢ଼ାକା: ବାଂଲାଦେଶ କ୍ରିକେଟ ବୋର୍ଡ ଆଗାମୀ ଟି୨୦ ବିଶ୍ୱକପରୁ ବାଦ ପଡିଛି । ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସାମିଲ କରାଯାଇଛି । ଆଇସିସିର ଏହି ନିଷ୍ପତିକୁ ଏବେ ବିସିବି ମାନିନେଇଛି । ଟି୨୦ ବିଶ୍ୱକପରୁ ବାହାର ହେବା ପରେ ଆଇସିସି ବିରୋଧରେ କୌଣସି ପ୍ରକାରର ଚ୍ୟାଲେଞ୍ଜ ଦେବ ନାହିଁ ବୋଲି…

କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…

କଟକ: କଟକ ନେତାଜୀ ବସ୍ ଟର୍ମିନାଲରୁ ଚଳାଚଳ କରୁଥିବା ୧୮ ନମ୍ବର ରୁଟ୍ ର ଖାନନଗର, ସାଇ ମନ୍ଦିର ନିକଟରେ ଆମ ବସକୁ ଭଙ୍ଗାରୁଜା କରିଛନ୍ତି ଅଟୋଚାଳକ। ଏପରିକି ବସ୍ ଚାଳକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସକାଳ ସମୟରେ କଟକରେ ଏକ ମାରାଥନ୍ ଚାଲିଥିବାରୁ ଏକ ପାର୍ଶ୍ୱ ରାସ୍ତା…

ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା

ଟୋକିଓ: ଜାପାନର ଟୋକିଓ ସ୍ଥିତ ଚିଡିଆଖାନାରେ ଶେଷଥର ପାଇଁ ପାଣ୍ଡାଙ୍କୁ ପ୍ରାଣୀପ୍ରେମୀ ଦେଖିଛନ୍ତି । ଚିଡିଆଖାନାରେ ଥିବା ପାଣ୍ଡାଗୁଡିକ ଜାନୁୟାରୀ ୨୭ରେ ଚୀନକୁ ଫେରିଯିବେ । ଏହା ପରେ ଜାପାନରେ ୫୦ ବର୍ଷ ପର୍ଯ୍ୟନ୍ତ ପାଣ୍ଡାଙ୍କୁ ଦେଖିବାକୁ ମିିଳିବ ନାହିଁ । ଟୋକିଓ ଓ ବେଜିଂ ମଧ୍ୟରେ…

Illegal Cattle Smuggling:ଥମୁନି ବେଆଇନ ଗୋ ଚାଲାଣ: ତେଲ ଟ୍ୟାଙ୍କର ଭିତରେ ଥିଲେ ୩୫ରୁ ଅଧିକ ଗୋରୁ

ଭଦ୍ରକ: ଥମୁନି ଗୋ-ଚାଲାଣ । ତେଲ ଟ୍ୟାଙ୍କରରେ ଅଭିନବ ଉପାୟରେ ଗୋଚାଲାଣ କରୁଛନ୍ତି ଗୋ-ମାଫିଆ । ବେଆଇନ୍‌ ଭାବେ ଗୋ-ଚାଲାଣ ବେଳେ ମାଡ଼ିବସିଥିଲେ ଗୋ-ରକ୍ଷକ । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଛକ ନିକଟରେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକମାନେ। ଏହି…

ଓଡିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ସଖୀ ନାଟ ଲୋକ ନାଟ୍ୟ କଳାକାର ସୀମାଞ୍ଚଳ ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ଲୋକକଥାବାଦୀ ମହେନ୍ଦ୍ର କୁମାର ମିଶ୍ର ଏବଂ ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ, ଶରତ ପାତ୍ରଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ପ୍ରଦାନ…

ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହେଲା ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି

ଭୁବନେଶ୍ୱର: ବିଶ୍ୱ ଐତିହ୍ୟ ତାଲିକାରେ ଯୋଡ଼ିହେବା ପାଇଁ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ସର୍କିଟ୍ ଭିତରୁ ଅନ୍ୟତମ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହୋଇଛି । କରିବା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ…

ଭାରତର ଏକମାତ୍ର ଗଣତନ୍ତ୍ର ଦିବସ ଯେଉଁଥିରେ ଜଣେ ପାକିସ୍ତାନୀ ନେତା ହୋଇଥିଲେ ମୁଖ୍ୟ ଅତିଥି…

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ପାଇବାର କିଛି ଘଣ୍ଟା ପୂର୍ବରୁ, ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ ବିଭାଜିତ ହୋଇଥିଲେ । ଏହି କାରଣରୁ ପାକିସ୍ତାନ ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଏବଂ ଭାରତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ କରେ । ଭାରତ-ପାକିସ୍ତାନ ସମ୍ପର୍କର ମୂଳଦୁଆ…