ବାଲେଶ୍ବର କୋର୍ଟକୁ ମିଳିଛି ବୋମା ଧମକ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ବାଲେଶ୍ବର: ସମ୍ବଲପୁର ଓ ଅନୁଗୋଳ ପରେ ଆଜି ଗୋଟିଏ ଦିନରେ ବାଲେଶ୍ବର କୋର୍ଟକୁ ମିଳିଛି ବୋମା ଧମକ । ବାଲେଶ୍ବର ଜିଲ୍ଲ ଦୌରାଜଜ କୋର୍ଟକୁ ଆସିଛି ବୋମା ଧମକ। କୋର୍ଟକୁ ବୋମାରେ ଉଡାଇ ଦେବାକୁ ବିଚାରପତିଙ୍କ ନିକଟକୁ ଆସିଛି ଅଜଣା ଇମେଲ୍ ।
ଧମକ ଆସିବା ପରେ କୋର୍ଟ ପରିସରରେ…