Latest Odisha News

BREAKING NEWS

Nuapada Bypoll: ବିଜେଡିର ମାରାଥନ ପ୍ରଚାରରେ ଦୁଲୁକୁଛି ନୂଆପଡ଼ା, ବିକାଶ ବନାମ ମିଛ ପ୍ରତିଶୃତିର ଲଢେଇ

ନୂଆପଡ଼ା: ମାତ୍ର କିଛି ଦିନ ପରେ ଉପନିର୍ବାଚନର ମତଦାନ। ନୂଆପଡା ଦଖଲ କରିବାକୁ ନେଇ ତିନି ପ୍ରମୁଖ ଦଳ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ରାଲି, ସଭା ସମିତିରେ ପ୍ରକମ୍ପିତ ହେଉଛି ନୂଆପଡା ନିର୍ବାଚନ ମଣ୍ଡଳୀ। ଆଜି ନୂଆପଡା ଏନଏସି ସ୍ଥିତ ଦଶ ନମ୍ବର ୱାର୍ଡରେ ବିଜେଡିର ପ୍ରଚାର ସମୟରେ…

Pitavas Panda Murder Case: ପୀତବାସ ହତ୍ୟା: ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍‌

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍‌। ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର ହେଲେ ପୂର୍ବତନ ମେୟର ତଥା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ (ପିଣ୍ଟୁ)। କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ…

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ଦୌଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ। କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ବରିଷ୍ଠ ଓକିଲ, କୋର୍ଟରେ ହେବ…

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ବରିଷ୍ଠ ଓକିଲ। ଏହି ମାମଲା ଲଢିବା ପାଇଁ ସ୍ବତନ୍ତ୍ର ଓକିଲ ନିଯୁକ୍ତ କରିବାକୁ ଡିଜିପିଙ୍କୁ ଚିଠି ଲେଖିଲା ବ୍ରହ୍ମପୁର ପୋଲିସ। ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍ ପରିଚାଳନା ପାଇଁ ହାଇ କୋର୍ଟରେ କାର୍ଯ୍ୟରତ ତଥା…

ଏଥର ପଞ୍ଚୁକ ବ୍ରତ ୪ ଦିନ…

ଭୁବନେଶ୍ବର: କାର୍ତ୍ତିକ ମାସ ଚାଲିଥିବା ବେଳେ ଚଳିତ ଥର ପଞ୍ଚୁକ ବ୍ରତ କେତେ ଦିନ ପାଳନ ହେବ ତାକୁ ନେଇ ଦ୍ୱନ୍ଦ ଉପୁଜିଥିଲା। ସୂଚନା ଅନୁଯାୟୀ, ଦିନକ ପରେ ଅର୍ଥାତ୍ ରବିବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେବ। ନଭେମ୍ବର ୨ ତାରିଖରୁ ପଞ୍ଚୁକବ୍ରତ ପାଳନ କରିବେ ବ୍ରତଧାରୀ । ଏଥିପାଇଁ…

ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଗଣତନ୍ତ୍ର ଦିବସ ଭଳି ପରେଡ୍…

ନୂଆଦିଲ୍ଲୀ: ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଅକ୍ଟୋବର…

ଆଜି ପବିତ୍ର ଅଳାଁ ନବମୀ, ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ପବିତ୍ର ଅଳାଁ ନବମୀ। ରାଧା ପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼। ଏହି ପବିତ୍ର ଅଳାଁ ନବମୀ ଅବସରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ…

୪୦ ବର୍ଷ ବୟସରେ ବଦଳାଇବାକୁ ଚାହୁଁଛନ୍ତି କ୍ୟାରିୟର ? ଜାଣନ୍ତୁ କେଉଁ ଫିଲ୍ଡରେ ମିଳୁଛି ବମ୍ପର ଟଙ୍କା

ନୂଆଦିଲ୍ଲୀ: ୨୦୨୫ ବର୍ଷ ପ୍ରୋଫେସନାଲ୍ ଦୁନିଆରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଯେଉଁଠି ପୂର୍ବରୁ ଚାକିରିରେ ସ୍ଥିରତାକୁ ସବୁଠାରୁ ବଡ଼ ସଫଳତା ମାନାଯାଉଥିଲା, ସେଠି ଏବେ ୧୫-୨୦ ବର୍ଷର ଅନୁଭବ ଥିବା ଲୋକ ନିଜର କ୍ୟାରିଅରକୁ ନୂଆ ଭାବେ ପରିଭାଷିତ କରୁଛନ୍ତି। ଏକ ତଥ୍ୟ ଅନୁଯାୟୀ, ୬୦%ରୁ ଅଧିକ…

ଏଣିକି ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ଏଆଇ ଉପରେ ପାଠ୍ୟକ୍ରମ ପ୍ରଚଳନ କରାଯିବ

ଭୁବନେଶ୍ବର: କୃତ୍ରିମ ବୁଦ୍ଧିମତ୍ତା (AI) ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ ବୋଲି କହିଛନ୍ତି ବିଦ୍ୟାଳୟ ଶିକ୍ଷା ସଚିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ…

ଜେମିମାଙ୍କ ସ୍ମରଣୀୟ ଶତକ: ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ

ନୂଆଦିଲ୍ଲୀ: ଡିୱାଇ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଂଚକର ସେମିଫାଇନାଲ ମୁକାବିଲାରେ ଭାରତ ୫ ୱିକେଟରେ ୭ ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।ଜେମିମା ରୋଡ୍ରିଗ୍ୟୁଜଙ୍କ ଆକର୍ଷଣୀୟ ଶତକ ଓ ହରମନପ୍ରୀତ…