ଜମି ପାଇଁ ୨ଗୋଷ୍ଠୀ ମୁହାଁମୁହିଁ: ୭ ଗୁରୁତର
କେନ୍ଦ୍ରାପଡା: ଆଳି ଥାନା ମାଣିକପାଟଣା ଗାଁରେ ଜମି ପାଇଁ ଗୋଷ୍ଠୀ ସଂଘର୍ଷ । ଏଥିରେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଜମି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ସାମ୍ନାକୁ ଆସିଛି ।
ସୂଚନାଥାଉକି, ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ…