ଏଥର ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ୨ଦିନ; ଭୋର ୪.୩୦ରେ ଉଠିବ ମହାଦୀପ
ଆରଡି: ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମ । ଆରଡିର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଚଳିତ ମାସ ୨୬ରେ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ପୀଠରେ ଜାଗରଯାତ୍ରା ମହୋତ୍ସବ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨ଦିନ ଧରି ପାଳନ କରାଯିବ । ରବିବାର ଅନୁଷ୍ଠିତ ଚୂଡାନ୍ତ ସମନ୍ୱୟ ବୈଠକରେ…