ମୁଁ ଭଗବାନ ଶିବଙ୍କୁ ଦେଖିଛି: ସୁଟିଂ ବେଳର କାହାଣୀ ବଖାଣିଲେ ରବି କିଶନ
ମୁମ୍ବାଇ: ଭୋଜପୁରୀ ସିନେମାର ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଶନଙ୍କ ଉଭୟ ଅଭିନୟ ଏବଂ ଆଧ୍ୟାତ୍ମିକତାରେ ମଗ୍ନ ରହିଥାନ୍ତି।
ଏହି ସମୟରେ ରବି ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଭଗବାନ ଶିବଙ୍କ ପୂଜାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ। ଏପରିକି ସେ ପ୍ରଭୁଙ୍କୁ ପର୍ବତରେ ଚାଲିବାର…