କମନୱେଲଥ ଗେମ୍ସ ୨୦୨୬: ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତର ତିନି ଆଥଲେଟ
ଗ୍ଲାସଗୋ: କମନୱେଲଥ ଗେମ୍ସ ୨୦୨୬ରୁ ଭାରତ ପାଇଁ ଜାଭେଲିନ୍ ଥ୍ରୋରେ ଖୁସିର ଖବର ଆସିଛି । ଦୀର୍ଘ ଦିନ ପରେ କମନୱେଲଥ ଗେମ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ପୁରୁଷ ଜାଭେଲିନ୍ ଥ୍ରୋ’ର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…