ବିଦେଶରେ ମେଡିକାଲ ପଢିବାକୁ ଚାହୁଁଥିଲେ ନିଟ୍ ୟୁଜି ବାଧ୍ୟତାମୂଳକ
ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରୁ ଏମବିବିଏସ ପଢିବାକୁ ହଜାର ହଜାର ଛାତ୍ରଛାତ୍ରୀ ବିଦେଶକୁ ଯାଇଥାନ୍ତି। ବର୍ତ୍ତମାନ ସମୟରେ ବିଦେଶରେ ପଢିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ନିଟ୍ ୟୁଜି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି।
ତେବେ ବୁଧବାର ଦିନ ସୁପ୍ରିମକୋର୍ଟ ମେଡିକାଲ କାଉନସିଲ ଅଫ…