ଜିରୋ ଆୟକରଦାତାଙ୍କ କାଟନାହିଁ ରାସନ କାର୍ଡ…ଦାବି କଲେ ବିଧାୟକ
ଭୁବନେଶ୍ବର: ଯେଉଁମାନେ ଜିରୋ ଆୟକର ଦେୁଛନ୍ତି ସେମାନଙ୍କ ରାସନ କାର୍ଡ ନକାଟିବାକୁ ଗୃହରେ ଦାବି ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ଏନେଇ ବିଧାୟକ କହିଛନ୍ତି, ଇ-କେୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି କିନ୍ତୁ ଅନେକ ଗରିବ ଲୋକ ପିଲାଙ୍କ ପଠାପଢା, ଘର…