ଓଲଟିଲା ହାଇୱା: ଚାଲିଗଲା ୪ ଜଣଙ୍କ ଜୀବନ
ଅହମ୍ମଦାବାଦ: ଏନ୍ଏଚ୍ରେ ଓଲଟିଲା ହାଇୱା । ଚାଲିଗଲା ୪ ଜଣଙ୍କ ଜୀବନ । ଗୁଜରାଟ ଅହମ୍ମଦାବାଦ ବନାସାକାଣ୍ଠାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱାରେ ମାଟି ବୋଝେଇ ହୋଇଥିବା ବେଳେ ଭାରସ୍ୟାମ ହରାଇ ହାଇୱାଟି ଶ୍ରମିକଙ୍କ ଉପରେ ପଡିଯାଇଥିଲା । ଖବର ପାଇଁ ପୋଲିସ ଘଟଣାସ୍ଥଳରେ…