କୋହଲି, ରୋହିତଙ୍କୁ ଓଡିଶା କ୍ରିକେଟପ୍ରେମୀ ଦେଖିବେ କି ଶେଷଥର
କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଓଡିଶା ତଥା କଟକ ଏକପ୍ରକାର କ୍ରିକେଟ ମୁଖରିତ । ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଦେଖିବା ପାଇଁ ସେମାନେ ବ୍ୟଗ୍ର ହୋଇ ଉଠିଛନ୍ତି ।…