ବଦଳିବ ଭାରତୀୟ ଡାକ ବିଭାଗର ରୂପରେଖ, ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିଛନ୍ତି । ଏଥିରେ ଆୟକର ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅନେକ ଘୋଷଣା କରାଯାଇଥିଲା । ବଜେଟରେ, ସରକାର ଭାରତୀୟ ଡାକ ବିଭାଗର ରୂପ ବଦଳାଇବାକୁ ମଧ୍ୟ ଘୋଷଣା କରିଥିଲେ ।
ଅର୍ଥମନ୍ତ୍ରୀ…