Latest Odisha News

BREAKING NEWS

ରାଜ୍ୟରେ ପାରଦ ଉପରମୁହାଁ; ୩୫ ଡିଗ୍ରୀ ଟପିଲା ତାପମାତ୍ରା, ୭ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ଉଭାନ ହେବାରେ ଲାଗିଛି ଶୀତ । ଆଉ ମାସ ଆରମ୍ଭରୁ ଉପରମୁହାଁ ହୋଇଛି ପାରଦ । ଯାହା ଫଳରେ ବୃଦ୍ଧି ପାଉଛି ଦିନର ତାପମାତ୍ରା । ଶନିବାର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି । ଯେଉଁକାରଣରୁ ଫେବୃଆରୀ ମାସରେ ଗ୍ରୀଷ୍ମ ପରି ଅନୁଭୂତି ଦେଉଛି । ଦିନରେ ଟାଇଁଟାଇଁ…

ଆଜି ପବିତ୍ର ଶ୍ରୀପଞ୍ଚମୀ; ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାୟିନୀ

ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ୱତୀଙ୍କୁ । ତେଣୁ ଏହି ଦିନ ବିଦ୍ୟାର…

ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌

ଭୁବନେଶ୍ବର: ଆଜି ହେଉଛି ବସନ୍ତ ପଞ୍ଚମୀ । ମା’ ସରସ୍ୱତୀଙ୍କର ଉପାସନା ଦିନ । ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ମା’ ସରସ୍ୱତୀଙ୍କର ପୂଜା କରାଯାଏ । ମା’ଙ୍କ ଉପାସନା କରିବା ଦ୍ୱାରା ଉତ୍ତମ ବିଦ୍ୟା, ବୁଦ୍ଧି ଓ ଆଶୀର୍ବାଦ ମିଳିଥାଏ । ତେବେ ଚଳିତବର୍ଷ ବସନ୍ତ ପଞ୍ଚମୀରେ ୧୪୪ ବର୍ଷ ପରେ…

ମାସିକ ଧର୍ମରେ ଅନିୟମିତତା ହେଉଛି କି? କରନ୍ତୁ ଏହି ଯୋଗାସନ ..

ଭୁବନେଶ୍ବର: ଅନେକ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପେଟ ଯନ୍ତ୍ରଣା, ପ୍ରବଳ ରକ୍ତସ୍ରାବ, ଅନିୟମିତତା ଭଳି ସମସ୍ୟା ହୋଇଥାଏ । ତେବେ ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ…

ପୁରୁଷ ହକି ଇଣ୍ଡିଆ ଲିଗ୍ ୨୦୨୪-୨୫: ବେଙ୍ଗଲ ଟାଇଗର୍ସ ଚାମ୍ପିୟନ

ରାଉରକେଲା: ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ । ଶନିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ଫାଇନାଲ ଫାଇଟରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ପରାସ୍ତ କରି…

ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ୮ ବିଧାୟକ

ନୂଆଦିଲ୍ଲୀ: ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା। ସୂଚନା ଅନୁଯାୟୀ,…

କୁହୁଡ଼ି ହେଲା କାଳ : କେନାଲକୁ ଖସି ପଡ଼ିଲା କାର, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କେନାଲରେ ଗାଡ଼ି ଖସିପଡ଼ିବାରୁ 7 ଜଣଙ୍କ ଜୀବନ ଗଲା। ଘନ କୁହୁଡ଼ି ଯୋଗୁଁ ଏପରି ମର୍ମନ୍ତୁଦ ଦର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ଡ୍ରାଇଭର ସିଧା ରାସ୍ତା ରହିଛି ଭାବେ କୁହୁଡ଼ିରେ ଅନୁମାନ କରି ଚଳାଉଥିଲେ ଗାଡ଼ି, ହେଲେ ଆଗରେ କେନାଲ ଥିବାରୁ କାର ଭାରସାମ୍ୟ ହରାଇ କେନାଲ ତଳକୁ ଖସି…

ରେଲୱେକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତେ ସଂଖ୍ୟାରେ ଚାଲିବ ନୂଆ ଟ୍ରେନ

ନୂଆଦିଲ୍ଲୀ: ରେଲୱେକୁ ନେଇ ଆସିଲା ବଡ଼ ଖବର। ବଜେଟରେ ରେଲୱେକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ସେ କହିଛନ୍ତି ରେଲୱେର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏଥିପାଇଁ 2.52 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହାସହ 17,500…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରିଦ୍ଧିମାନ ଶାହ

କୋଲକାତା: ଭାରତର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ରିଦ୍ଧିମାନ ଖେଳୁଥିଲେ । ଇଡେନଗାର୍ଡେନରେ ପଞ୍ଜାବ ବିପକ୍ଷ ମ୍ୟାଚ ଶେଷ ହେବା ପରେ ସେ ଏହି ଘୋଷଣା କରିଥିଲେ ।…

ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍ ଅଲ୍ଲୀ ଖାନ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଇବ୍ରାହିମଙ୍କୁ କରଣ ଜୋହର ତାଙ୍କର ଆଗାମୀ ଫିଲ୍ମ 'ନାଦାନିଆ' ଜରିଆରେ ଲଞ୍ଚ କରୁଛନ୍ତି। ଏହା ଏକ ରୋମାଣ୍ଟିକ ଫିଲ୍ମ, ଯେଉଁଥିରେ ଇବ୍ରାହିମ୍ ଏବଂ ଖୁସି କପୁର…