Latest Odisha News

BREAKING NEWS

‘ନିଜ ଗୋଡ ନିଜେ ଟାଣୁଛନ୍ତି ଦିଲ୍ଲୀ ସରକାର’: ବର୍ଷିଲେ କୋର୍ଟ

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ସିଏଜି ରିପୋର୍ଟ ନେଇ ଆପ୍ ଶାସିତ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ । ଆପ୍ ସିଏଜି ରିପୋର୍ଟ ଦେବାରେ ପଛଘୁଞ୍ଚା ଦେବାପରେ ସରକାରଙ୍କ ସଚ୍ଚୋଟତା ଉପରେ ଏବେ ପ୍ରଶ୍ନ ସୃଷ୍ଟି କରିଛି । ଏପରି କରି ଆପଣ…

ପରଦାକୁ ଆସିଲା ‘ରଙ୍ଗଶୁର’, ବିଲୁପ୍ତ ପରମ୍ପରାକୁ ପୁଣି ଦେଖିଲେ ଦର୍ଶକ

ଭୁବନେଶ୍ବର: ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ରଙ୍ଗଶୁର' । ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ନିର୍ମିତ ଫିଲ୍ମଟିକୁ ଭଲ ରେସପନ୍ସ ମିଳିଛି । ରିଲିଜ ହେବାର ପ୍ରଥମ ଦିନରେ ହାଉସଫୁଲ ରହିଥିଲା । ଓଲିଉଡ଼ର ଅନେକ ଅଭିନେତା,…

୧୦ ଟଙ୍କା ପାଇଁ ମହାଭାରତ, ୭୫ ବର୍ଷିୟ ବୃଦ୍ଧଙ୍କୁ ପିଟିଲା ବସ୍ କଣ୍ଡକ୍ଟର

ଜୟପୁର: ୧୦ ଟଙ୍କା ପାଇଁ ନିଜର ବୁଦ୍ଧି ବିବେକ ହରାଇ ବସିଲା ବସ୍ କଣ୍ଡକ୍ଟର । ଜଣେ ୭୫ ବର୍ଷିୟ ବୃଦ୍ଧ ତଥା ଅବସର ପ୍ରାପ୍ତ ଆଇଏଏସ ଅଫିସରଙ୍କୁ ମାଡ ମାରିବା ସହ ଅଧା ରାସ୍ତାରେ ବସରୁ ବାହାର କରିଦେଲେ ଉକ୍ତ କଣ୍ଡକ୍ଟର ଜଣଙ୍କ । ଏ ଘଟଣା ହେଉଛି ରାଜସ୍ଥାନ ଜୟପୁରର । ୧୦ ଟଙ୍କା ଦେଇ ନପାରିବାରୁ…

ଚାଇନା ମାଞ୍ଜା ସୂତାକୁ ନେଇ ଆକ୍ସନ ମୋଡରେ କମିଶନରେଟ ପୋଲିସ

କଟକ: ରାତି ପାହିଲେ ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ପୂର୍ବରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଠୋର କାର୍ଯ୍ୟାନୁଷ୍ଠାନ…

ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା

ନୂଆଦିଲ୍ଲୀ: ପୁଣି ଥରେ ଆମେରିକୀୟ ଡଲାର ସାମ୍ନାରେ ଦୁର୍ବଳ ହୋଇଛି ଭାରତୀୟ ଟଙ୍କା । ଲଗାତାର ଦ୍ବିତୀୟ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ତେବେ ଆମେରିକା ବଜାରରେ ଆଶାଠାରୁ ଅଧିକ ନିଯୁକ୍ତି ରିପୋର୍ଟ ପରେ ଏହି ତୀବ୍ର ହ୍ରାସ ଘଟିଛି । ଯାହା ଡଲାରକୁ ଆହୁରି ମଜବୁତ…

ଦୁବାଇ ୨୪ଏଚ୍ ରେସରେ ଜିତିଲେ ଅଭିନେତା ଅଜିତ୍ କୁମାର

ଦୁବାଇ: ସାଉଥ ସୁପରଷ୍ଟାର ଅଜିତ କୁମାର ପୁଣିଥରେ ରେସକୁ ଫେରିଛନ୍ତି। ଅଭିନେତା ଜଣକ ୨୪ଏଚ୍ ଦୁବାଇ ୨୦୨୫ ଏଣ୍ଡ୍ୟୁରାନ୍ସ ରେସରେ ଅଂଶଗ୍ରହଣ କରିଥିଲେ। ବିଜୟୀ ହେବା ପରେ ସେ ଭାରତୀୟ ପତାକା ହଲାଇ ସେଲିବ୍ରେସନ କରିଥିଲେ। ତାଙ୍କ ଟିମ୍ ପକ୍ଷରୁ 'ଏକ୍ସ'ରେ ଏନେଇ ସୂଚନା ଦିଆଯାଇଛି। କ୍ୟାପସନରେ…

୨୦୨୪ରେ ନିପାତୀ ଆତଙ୍କବାଦୀଙ୍କ ମଧ୍ୟରେ ରହିଥିଲେ ୬୦ ପ୍ରତିଶତ ପାକିସ୍ତାନୀ

ନୂଆଦିଲ୍ଲୀ: ଗତ ବର୍ଷ ୨୦୨୪ରେ ଜମ୍ମୁ-କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୬୦ ପ୍ରତିଶତ ଆତଙ୍କବାଦୀ ପାକିସ୍ତାନୀ ବଂଶୋଦ୍ଭବ ରହିଥିଲେ । ଆଉ ଆଜିକା ଦିନରେ ଜମ୍ମୁ-କାଶ୍ମୀରରେ ରହୁଥିବା ଆତଙ୍କୀଙ୍କ ମଧ୍ୟରେ ମଧ୍ୟ ୮୦ ପ୍ରତିଶତ ପାକିସ୍ତାନୀ ଆତଙ୍କବାଦୀ । ଆଜି ନିୟନ୍ତ୍ରଣ…

ସପ୍ତାହକୁ ୯୦ ଘଣ୍ଟା କାର୍ଯ୍ୟ ପ୍ରସଙ୍ଗ; ଆନନ୍ଦ ମହିନ୍ଦ୍ରାଙ୍କ ସମର୍ଥନରେ ଆଦର ପୁନାୱାଲା… 

ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟ ସମୟକୁ ନେଇ ଚାଲିଥିବା ବିତର୍କ ମଧ୍ୟକୁ ଏଣ୍ଟ୍ରି କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା। ସେ କାମର ଗୁଣବତ୍ତା ଏବଂ କାର୍ଯ୍ୟ ଓ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଦର ପୁନାୱାଲା ସୋସିଆଲ ମିଡିଆରେ…

ଶୀତୁଆ ପାଗରେ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଛତୁ ପରଟା

ଭୁବନେଶ୍ଵର: ପରଟା । ରୁଟି ଅପେକ୍ଷା ପରଟା ପ୍ରାୟ ସମସ୍ତଙ୍କର ପସନ୍ଦ । ସାଧା ପରଟା ହେଉ କି ପୁର ଦିଆ ପରଟା । ଶୀତୁଆ ପାଗରେ ଗରମା ଗରମ୍ ପରଟା ସହ ଯାହା ବି ଥାଉ ଶାନ୍ତିରେ ଖାଇ ହୋଇଯାଏ । ତେବେ ସାଧାରଣତଃ ଆପଣ ଆଳୁ ପରଟା, କୋବି ପରଟା, ପାଳଙ୍ଗ ପରଟା, ନଡିଆ ପରଟା ଆଦି ଖାଇଥିବେ ତ ନିଶ୍ଚୟ ।…

ଲୋକସେବା ଭବନ ଭିତରେ ଚାଲିଥିଲା ଠକେଇ, ଧରାପଡିଲା ଦଲାଲ

ଭୁବନେଶ୍ବର: ରାଜ୍ୟର ସେକ୍ରାଟାରିଏଟ ଭିତରେ ରହି ଚୂନ ଲଗାଉଥିଲା ଦଲାଲ । ମିଛ ପରିଚୟ ପତ୍ର ସହ ନିଜକୁ ଓଡିଶା ସରକାରଙ୍କ କର୍ମଚାରୀ ଭାବେ ପରିଚିତ କରିଥିଲେ । ଚାକିରି କରାଦେବାକୁ କହି  ଲକ୍ଷାଧିକ ଟଙ୍କା ଠକୁଥିଲେ । ହେଲେ ସବୁଠୁ ବଡ କଥା ହେୁଛି ତାଙ୍କୁ ପ୍ରଥମରୁ କେହି କେମିତି ଜାଣିପାରିଲେ…