ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ଏହି ୮ ଖେଳାଳି
ନୂଆଦିଲ୍ଲୀ: ସେପ୍ଟମ୍ବର-ଅକ୍ଟୋବରରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଖେଳାଯିବ । ଏହି ସିରିଜରେ ଟିମ ଇଣ୍ଡିଆର ୮ଜଣ ଖେଳାଳି ଖେଳିପାରିବେ ନାହିଁ । ସେହି ସମୟରେ ଏସିଆନ ଗେମ୍ସ ଖେଳାଯିବାକୁ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏସିଆନ ଗେମ୍ସରେ…