Latest Odisha News

BREAKING NEWS

ବିପାଶା ଏବଂ କରଣଙ୍କ ପାଇଁ ଫିଲ୍ମ ପ୍ରଡକ୍ସନ ଛାଡିଲି: ମିକା ସିଂ

ମୁମ୍ବାଇ: ମିକା ସିଂ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଗାୟକ ହେବା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ଯ ଅଟନ୍ତି। ମିକା ସିଂ, ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ସହିତ କାମ କରିବାର ଅନୁଭୂତି ବିଷୟରେ ଏକ ପୋଡକାଷ୍ଟରେ ସେୟାର କରି କହିଛନ୍ତି ଯେ ଏହି ଦମ୍ପତିଙ୍କ ସହ ଫିଲ୍ମ ନିର୍ମାଣ କରିବା କୌଣସି…

ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରିଲା ଏଆଇ

ମୟୂରଭଞ୍ଜ: ବନ ବିଭାଗର କାମକୁ ସହଜ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) । ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରାଇଦେଲା ଏଆଇ । ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରିବାପରେ ସଫଳ ହୋଇଛି । ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଧୀନର ବୋଲି ଜଣା ପଡିଛି ।…

ନନ୍ଦନକାନନରେ ବୟସ୍କ ସିମ୍ପାଞ୍ଜି ମୃତ

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୟସ୍କ ସିମ୍ପାଞ୍ଜି ଜୁଲୁର ସୋମବାର ଦିନ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଜୁଲୁ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ପାଇଁ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ହେଉଥିଲା। ମୃତ୍ୟୁ ବେଳକୁ ତାକୁ ୩୬ ବର୍ଷ ବୟସରେ…

ଆମେରିକୀୟ ମହିଳା ବାସୁମତି ଚାଉଳର ଅଖାକୁ କଲେ ହ୍ୟାଣ୍ଡବ୍ୟାଗ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ:ବଡ ବଡ କମ୍ପାନୀର ଷ୍ଟାଇଲିସ୍ ହ୍ୟାଣ୍ଡବ୍ୟାଗ୍ କିଏ ଅବା ପସନ୍ଦ ନ କରେ । ଏଥିସହ ହ୍ୟାଣ୍ଡବ୍ୟାଗର ଟ୍ରେଣ୍ଡ ସବୁବେଳେ ବଦଳୁଥାଏ, କିନ୍ତୁ ଆମେରିକାରେ ମହିଳାଜଣକଙ୍କ ହ୍ୟାଣ୍ଡବ୍ୟାଗ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳାଜଣକ ରୟାଲ ବାସୁମତି ଚାଉଳର ଏକ ଅଖାରୁ ଏକ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଭାରତର ଫାଇନାଲ ପ୍ରବେଶ ଆଶା ହେଲା କ୍ଷୀଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟ ହାରିବା ଭାରତକୁ ହରଡଘଣାରେ ପକାଇଛି । ଦକ୍ଷିଣ ଆଫ୍ରିକା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ସାରିଛି । ଏବେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରୁ ଗୋଟିଏ ଟିମ ଫାଇନାଲରେ ପ୍ରବେଶ କରିପାରିବ । ଭାରତ ସିଡନୀ…

ନିର୍ବାଚନୀ ବର୍ଷରେ ଉଗ୍ର ହୋଇଛି ଛାତ୍ର ଆନ୍ଦୋଳନ, ଜଳୁଛି ବିହାର

ନୂଆଦିଲ୍ଲୀ : ବିହାରରେ ଉଗ୍ର ହୋଇଛି ଛାତ୍ର ଆନ୍ଦୋଳନ । ବିପିଏସସି (BPSC) ପରୀକ୍ଷାରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ କରି ରାସ୍ତାରେ ହଜାର ହଜାର ଆଶାୟୀ । ପୋଲିସ ସେମାନଙ୍କ ଉପରେ ଯେତେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ନିୟନ୍ତ୍ରଣକୁ ଆସୁନି ଆନ୍ଦୋଳନ । ପ୍ରିଲିମିନାରି ପରୀକ୍ଷା…

ମୋତେ ଅତୁଲ ପିଟୁଥିଲେ; ସାଂଘାତିକ ଅଭିଯୋଗ ଆଣିଲେ ନିକିତା… 

ବେଙ୍ଗାଲୁରୁ: ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ନିକିତା ସିଙ୍ଗାନିଆ, ନିଶା ଏବଂ ଅନୁରାଗ ନ୍ୟାୟିକ ହେପାଜତରେ ରହିଛନ୍ତି। ଏହି ସମୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅତୁଲଙ୍କ ପତ୍ନୀ ନିକିତା। ନିକିତା ନିଜର…

ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ବ୍ୟାଙ୍କ କେବେ ଖୋଲା ରହୁଛି କେବେ ବନ୍ଦ ସୂଚନା ରହିଲେ ଗ୍ରାହକଙ୍କୁ ଅସୁବଧା ଭୋଗିବାକୁ ପଡିବ ନାହିଁ । ତେବେ ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ। ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ବ୍ୟାଙ୍କ କାମ କରିପାରିବେ । ତଥାପି, ଆପଣଙ୍କର…

ଭାରତ ବଜାରକୁ ଆସିଲା ବିଳାସପୂର୍ଣ୍ଣ କାର ‘ରୋଲ୍ସ ରୋଏସ୍ ଘୋଷ୍ଟ ସିରିଜ’,ଦାମ୍ ଜାଣିଲେ ହେବେ ଚକିତ

ଭୁବନେଶ୍ବର: ବିଳାସପୂର୍ଣ୍ଣ କାର ନିର୍ମାତା ରୋଲ୍ସ ରୋଏସ୍ Ghost SeriesII କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହା ତିନୋଟି  ମଡେଲ (Standard, Extended and Black Badge)ରେ ମାର୍କେଟକୁ ଆସିଛି । ଏକ୍ସ ଶୋରୁମ୍ ପ୍ରାଇସ କ୍ରମାଗତ ୮.୯ କୋଟି, ୧୦.୧୯ କୋଟି, ୧୦.୫୨ କୋଟି ରହିଛି ।…

ଆଇନ ସମସ୍ତଙ୍କ ପାଇଁ ସମାନ, ଭଲ ହେଇଥାନ୍ତା ଯଦି…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ହାଇଦ୍ରାବାଦରେ ଥିଏଟରରେ ଦଳାଚକଟା ମାମଲାରେ ତେଲେଙ୍ଗାନା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ସେ କହିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟ କରିବା ଉଚିତ୍ । କେବଳ…